Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ-୨ ରେଜଲ୍ଟ, କଳା, ବିଜ୍ଞାନ, ବାଣିଜ୍ୟ ସବୁଥିରେ ଆଗୁଆ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ହିଁ ପ୍ରକାଶ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଭୋଟିଂ ବେଳେ ଇଭିଏମ୍ ଭାଙ୍ଗିଥିବା ଘଟଣାରେ ଯାଞ୍ଚ ହେବ ସିସିଟିଭି । ଗିରଫ  ହେଲା ପରେ ନିଜର ସଫେଇ ଦେଇ ସିସିଟିଭି ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ ପ୍ରଶାନ୍ତ । ଯାହାକୁ ଦୃଷ୍ଟିରେ ରଖି ସିସିଟିଭି ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଏସପି ।…

ବାହାରିଲା ମାଟ୍ରିକ ଫଳାଫଳ; ସବୁଠୁ ଆଗରେ ଖୋର୍ଦ୍ଧା, ପଛରେ ପଡିଗଲା ନୂଆପଡା

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଖୋର୍ଦ୍ଧା ଛାତ୍ରଛାତ୍ରୀ । ୯୭. ୯୮ ପ୍ରତିଶତ ରେକର୍ଡ କରି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ପଛରେ ପଡିଯାଇଛି ନୂଆପଡା । ୯୩.୯୧ ପ୍ରତିଶତ ପାସ୍ ହାର ସହିତ ନୂଆପଡା ସର୍ବନିମ୍ନରେ ରହିଛି…

ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’

ଭୁବନେଶ୍ବର:ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ'। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ରେମାଲ' । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବାତ୍ୟା ରେମାଲ୍…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୦୭% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ଗତ ବର୍ଷ ପରି ଏଥର ମଧ୍ୟ ବାଜି ମାରିଛନ୍ତି କଟକ, ଜଗତସିଂହପୁରର ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮% ପାସ୍ ହାର ଥିବା ବେଳେ ନୂଆପଡାରେ…

ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ

ମୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ପରୀକ୍ଷା ଫଳ ଆଜି ଅପରାହ୍ନ ୩ ଟାରେ ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । ଛାତ୍ରଛାତ୍ରୀମାନେ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ପ୍ରଥମେ ୯ଟାରେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯିବ।ଏହାପରେ ଆନୁଷ୍ଠାନିକ ଭାବେ ଦିନ ସାଢ଼େ ୧୦ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ…

ବୈଜୟନ୍ତ ନା ଅଂଶୁମାନ?

ଭୁବନେଶ୍ଵର: କେନ୍ଦ୍ରାପଡା ଲୋକସଭା ଆସନ ଆରମ୍ଭରୁ ବିଜେଡିର ଗଡ ରହିଛି । ଦଳ ଗଠନ ପରଠୁ କେନ୍ଦ୍ରାପଡାରେ ଶଙ୍ଖନାଦ ହୋଇଆସୁଛି। ତେବେ ଦଳବଦଳ ସହ ଏଥର କେନ୍ଦ୍ରାପଡା ଗଣିତ ଗୋଳମାଳ ହୋଇଛି । ବିଜେଡି ସାଂସଦ ଅନୁଭବ ପଟ୍ଟନାୟକ ଏବେ ବିଜେପିରେ ତ ଗତଥର କଂଗ୍ରେସରୁ ରାଜନଗର ବିଧାନସଭା ଲଢି…

ଭାରତର ସହରଗୁଡିକରେ ୬୦% ଉତ୍ତାପ ବୃଦ୍ଧିର କାରଣ ସହରୀକରଣ: ରିପୋର୍ଟ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଗବେଷଣାକାରୀଙ୍କ ଦ୍ୱାରା ଏକ ଅଭିନବ ଅଧ୍ୟୟନରୁ ଜଣାପଡିଛି ଯେ, କେବଳ ସହରୀକରଣ ଭାରତୀୟ ସହରରେ ୬୦% ପର୍ଯ୍ୟନ୍ତ ଅତିରିକ୍ତ ଉତ୍ତାପ ସୃଷ୍ଟି କରିଛି ଏବଂ ବିଭିନ୍ନ ସହର ମଧ୍ୟରେ ପରିବର୍ତ୍ତନଶୀଳତା ରହିଛି । ଏହି…

ସମୀର ବଦଳାଇବେ ନିମାପଡ଼ା ଅଙ୍କ !

ଭୁବନେଶ୍ଵର: ଗତ ତିନି ଥର ହେଲା ନିମାପଡା ବିଧାନସଭା ଜିତିଆସୁଛନ୍ତି ସମୀର ଦାଶ । ଏଥର ବିଜେଡି ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ଟିକେଟ୍ କଟିବା ପରେ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ତଥାପି ଦଳ ତାଙ୍କ କଥା ନଶୁଣିବାରୁ ସେ ବିଜେଡି ଛାଡି ବିଜେପିରେ ସାମିଲ…