Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ ଟା…

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧…

ଅଟୋରେ ଆସି ଭୋଟ୍ ଦେଲେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌

ଭୁବନେଶ୍ବର: ଆଜି  ଆରମ୍ଭ ହୋଇଯାଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ୫ ଟି ସଚିବ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ ଭୋଟ ଦେଇଛନ୍ତି । ସେ ଅଟୋରେ ଆସି ୟୁନିଟ୍‌-୬, ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ…

ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା

ଭୁବନେଶ୍ବର: ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା  । ଭୋଟରଙ୍କୁ ମୋବାଇଲ ନେବାକୁ ବାରଣ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ବାରଣ ନେଇ ପ୍ରେସମିଟ୍‌ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏପରିକି ବୁଥ୍ ଭିରତକୁ…

ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ରାଜ୍ୟର ୬ଟି ଲୋକସଭା କ୍ଷେତ୍ରରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି । ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ମତଦାନରେ ରାଜଧାନୀ ଭୁବନେଶ୍ବର…

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ୍ ୟୁପି ସ୍କୁଲ ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ । ଲୋକଙ୍କୁ ମଧ୍ୟ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜର ମନ ପସନ୍ଦର ପ୍ରାର୍ଥି ବାଛିବା ପାଇଁ ୫ ବର୍ଷରେ ଥରେ ସୁଯୋଗ ମିଳେ ।…

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ। ଏହିମଧ୍ୟରେ ଦେଶର ପ୍ରଥମ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ରାଜେନ୍ଦ୍ର ପ୍ରସାଦ କେଭି ସ୍କୁଲ…

ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩…

ପ୍ରତ୍ୟକ ଭୋଟ ଗୁରୁତ୍ଵପୂର୍ଣ୍ଣ, ମତଦାନ ପୂର୍ବରୁ ଦେଶବାସୀଙ୍କୁ ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ଏହାରିଭିତରେ ଗଣତନ୍ତ୍ରର ଏହି ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ମହିଳା ଏବଂ…

ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ, ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ଓ ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଚାଲିଛି ଭୋଟିଂ । ଷଷ୍ଠ ପର୍ଯ୍ୟାୟ…