Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୋଟ ଦେଉଛି ଓଡିଶା, ଫୋକସରେ ଚାରି ଲୋକସଭା ଆସନ

ଭୁବନେଶ୍ଵର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ଏହି…

ବିଜେପିର ୪୦୦ ପାର୍ ନାରା ବିଫଳ ହେବାକୁ ଯାଉଛି କି ନା ସତରେ ମାଇଣ୍ଡ୍ ଗେମ୍?

ଭୁବନେଶ୍ୱର: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ନାରା ଦେଇଛି ଅବ୍ କି ବାର ୪୦୦ ପାର୍ । ବିଜେପି ନିଜ ପାଇଁ ୩୭୦ ଲୋକସଭା ଆସନ ଟାର୍ଗେଟ୍ ରଖିଥିବା ବେଳେ ଏନଡିଏ ପାଇଁ ୪୦୦ ନାରା ରଖିଛି। ବଡ଼କଥା ହେଉଛି ଇଣ୍ଡିଆ ଟିଭିର ସଲାମ ଇଣ୍ଡିଆ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ଏହି ନାରାକୁ ନେଇ ଏକ…

କେଉଁଠି ମାଡ଼ ହେବ ବାତ୍ୟା ରେମାଲ, ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ବାତ୍ୟା ରେମାଲ ପ୍ରଭାବରେ ୪ ଜିଲ୍ଲାରେ ବର୍ଷା ସହିତ ପବନ ସମ୍ଭାବନା ରହିଛି। ତେଣୁ ସଜାଗ ହୋଇଛନ୍ତି ଏସଆରସି। ସମ୍ଭାବ୍ୟ ବର୍ଷା, ପବନକୁ ଦେଖି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଏହି ଚାରି ଜିଲ୍ଲା ହେଲେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ…

ବିଜେପିରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ, ପାଣ୍ଡିଆନ୍ କହିଲେ ବିଜେଡି ସହଜରେ ହାସଲ କରିବ ସଂଖ୍ୟା ଗରିଷ୍ଠତା

ଭୁବନେଶ୍ୱର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେପିର ଜୋଶ ବଢ଼ାଇଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ୭୫ ବିଧାନସଭା ଆସନ ଜତିବ ସେହିପରି ୧୫ଟି ଲୋକସଭା ଆସନ ଜିତିବ। ଏହାରି ଭିତରେ ଗତକାଲି ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ…

ବିଜେପିର ଚିଠି ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ‘ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶାସନ ଭାର ନାହିଁ ବୋଲି ବାରମ୍ବାର ଅଙ୍ଗୁଳି ଉଠାଇଛି । ‘ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖାଯାଇଛି । ଓଡିଶାରେ ଆଉଟସୋର୍ସ ସରକାର ଚାଲିଛି । ଜଣେ ଅଫିସର ଓଡିଶାର…

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୬ ବର୍ଷ ପରେ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ ଗ୍ରହଣ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଉପରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ସେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ମୋଟ ୩୫ ହଜାର ପୋଲିସ ।  ସେମାନଙ୍କ ଭିତରେ ୨ ହଜାର ୧୬୦ ଜଣ ଏସଆଇ ଓ ଏଏସଆଇ…

ଓଡିଶା ଆସୁଛନ୍ତି ସ୍ମ୍ରିତି ଇରାନୀ, ଦଳୀୟ ନେତାଙ୍କ ପାଇଁ କରିବେ ଭୋଟ ଅପିଲ୍

ଭୁବନେଶ୍ବର: ଓଡିଶା ଗସ୍ତରେ ସ୍ମ୍ରିତି ଇରାନୀ । ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମ୍ରିତି ଇରାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଘନଘନ ଓଡିଶା ଆସି ପ୍ରଚାର ମଇଦାନ ଜମାଉଛନ୍ତି…

୨୬ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ ଛାତ୍ରଛାତ୍ରୀମାନେ…

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ…

ନୟାଗଡ଼ରେ ନୂଆ ସମୀକରଣ

ଭୁବନେଶ୍ଵର: ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ହେଲେ ଏଥର ନୟାଗଡ଼ରେ ବଦଳିଛି ସମୀକରଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଏବେ ବିଜେଡିରେ । ଅରୁଣଙ୍କୁ ଟକ୍କର…