Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ହେବେ ପିପିଲିର ମହାରଥୀ?

ଭୁବନେଶ୍ଵର: ପୁରୀ ଜିଲ୍ଲାର ପିପିଲି ବିଧାନସଭା ଆସନ ବିଜେଡିର ଗଡ ରହିଛି । ୨୦୦୦ ମସିହାରୁ ପିପିଲିରେ ଶଙ୍ଖନାଦ ହୋଇଆସୁଛି । ପ୍ରଦୀପ ମହାରଥୀ ଲଗାତର ପିପିଲିରୁ ବିଜୟୀ ହୋଇଆସୁଥିଲେ । ତାଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପୁଅ ରୁଦ୍ର ପ୍ରତାପ ମହାରଥୀ ବି ବିଜେଡିର ବିଜୟ ଧାରାକୁ ଆଗକୁ…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଫୋକସରେ ୪ ଆସନ

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ ପାଇଁ ୬୪ ପ୍ରାର୍ଥୀ ଲଢ଼ୁଥିବା ବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନିର୍ବାଚନପାଇଁ ଫୋକସରେ ରହିଛି ୪ ଲୋକସଭା…

ଶ୍ରୀମନ୍ଦିର ପରିସରରେ ଥିବା କୂଅ ଭିତରେ ଖସି ପଡ଼ିଲେ ବୃଦ୍ଧ

ପୁରୀ: ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ଖୋଲା କୂଅରେ ପଡ଼ିଯିବା ପରେ ଜଣେ ବୃଦ୍ଧ ଭକ୍ତଙ୍କୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ୬୫ ବର୍ଷିୟ ଧୃବ ଚକ୍ରବର୍ତ୍ତୀ ଏବଂ ପଶ୍ଚିମବଙ୍ଗରୁ ତାଙ୍କ ପତ୍ନୀ ପୁରୀ ଆସିଥିଲେ। ସେମାନେ ମନ୍ଦିରକୁ ଯାଇ ସନ୍ଧ୍ୟାରେ ପୂଜା କରିଥିଲେ। ପରେ ପତି ପତ୍ନୀ…

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ…

ବାରବାଟୀ-କଟକ: କାଣ୍ଟେ କି ଟକ୍କର

ଭୁବନେଶ୍ବର: ମଇଦାନରେ ସବୁ ଦଳର ନୂଆ ପ୍ରାର୍ଥୀ। ବାରବାଟୀ-କଟକରେ ଏଥର ଜୋରଦାର ଟକ୍କର। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି । ବିଜେଡିରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପିରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର…

ଘସିପୁରାରେ ଘମାଘୋଟ

ଭୁବନେଶ୍ବର: ଘସିପୁରାରେ ବିଜେଡି ଓ ସୌମ୍ୟ ପଟ୍ଟନାୟକ ମୁହାଁମୁହିଁ । ସୌମ୍ୟଙ୍କ ପ୍ରଚାର ଗାଡିକୁ ଅଟକାଇ ବିଜେଡି ସମର୍ଥକ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । କେବଳ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ନୁହେଁ, ପୋଲିସ ଉପରେ ବି ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟ । ବାଛି ବାଛି ତାଙ୍କ…

ଜଟଣୀ ଜିତିବ କିଏ?

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାନସଭାରେ ଏଥର ରୋଚକ ଲଢେଇ । ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ପ୍ରାର୍ଥୀ ହେବା ପରେ ଗୋଳମାଳ ହୋଇଛି ଜଟଣୀ ଗଣିତ । ପୁରୁଣା କଂଗ୍ରେସ କର୍ମୀ ଏବେ କେଉଁ ଆଡକୁ ଢଳିବେ, ସେନେଇ ଦ୍ବନ୍ଦ୍ବ ରହିଛି। ବିଭୂତି…

ହାରିଯିବା ଭୟରେ ନଗଦ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଛି ବିଜେଡି: ଉର୍ମିଳା ମହାପାତ୍ର

ଭୁବନେଶ୍ୱର: ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ…

ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୯୪.୪୮ ଲକ୍ଷ ଭୋଟର

ଭୁବନେଶ୍ଵର: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ…

କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର,କହିଲେ ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ

ମୟୂରଭଞ୍ଜ: କରଞ୍ଜିଆ ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର ।ବିଜେଡି ସରକାର ଉପରେ ସିଧା ସଳଖ ପ୍ରହାର କରିଛନ୍ତି ନଡ୍ଡା। କହିଲେ ବିଜେଡି କୁ ଏବେ ଶାସନଭାର ରୁ ଦିଅନ୍ତୁ ଆରାମ। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ  କହିଛନ୍ତି । ଓଡ଼ିଶା ପ୍ରଶାସନ ସମ୍ଭାଳିବା ପାଇଁ କଣ ଓଡ଼ିଆ ପୁଅ…