Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ମାରାଥନ ଜେରା

ଭୁବନେଶ୍ବର: ସରିଲା ୧୮ ଘଣ୍ଟାର ଜେରା । ଦିନ ରୁ ରାତି ସାରା ଜେରା ପରେ ଭୋର ୪ ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ଗତକାଲି ଦିନ ୧୦ ଟାରେ ଇଡି ଅଫିସରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଏହା ପରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା ।…

ଏଲିନିନୋ ଦୁର୍ବଳ ସତ୍ତ୍ବେ ୩ ମାସ ପ୍ରବଳ ଖରା ହେବ, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ ବଢିଲାଣି ଖରାର ପ୍ରକୋପ । ଆଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ, ଏପ୍ରିଲ, ମେ' ରେ ପ୍ରଚଣ୍ଡ ରୌଦ୍ରତାପ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ…

ନେତା ମାଳ ମାଳ, ବିଦ୍ରୋହ ଆଶଙ୍କା: ବିଜେଡିକୁ ଘାରିଛି ‘ଭୁବନେଶ୍ୱର’ ଚିନ୍ତା

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେଡିକୁ ଘାରିଛି ଦଳରେ ବିଦ୍ରୋହ ଆଶଙ୍କା। ୧୪୭ ଆସନରେ ଯଦିଓ ଦାବିଦାର ଅନେକ ଅଛନ୍ତି କିନ୍ତୁ ସେଥିମଧ୍ୟରୁ ବିଦ୍ରୋହ ଆଶଙ୍କା କମ୍ ରହିଛି। ହେଲେ ରାଜଧାନୀ ଭୁବନେଶ୍ବରରେ ଆଶାୟୀଙ୍କ ସଂଖ୍ୟା ଯେମିତି ବିଦ୍ରୋହୀଙ୍କ ସଂଖ୍ୟା ସେପରି। ଉତ୍ତର,…

ନମିତା ଏବେ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚିଠିକୁ..

ଚଣ୍ଡିଖୋଲ: ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପେଣ୍ଟିଂ ଧରି ଦୁଇ ଝିଅ ଗଣମାଧ୍ୟମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଗସ୍ତ ସମୟରେ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବାର କିଛି ସମୟ ପରେ…

୭ଟି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହେଲା

ଭଦ୍ରକ: ଭଦ୍ରକର କିଛି ମତ୍ସ୍ୟଜୀବୀ ଧାମରା ମୁହାଣର ଚାନ୍ଦନୀ ପାଲଠାରେ ୭ଟି 'ସୋଲାପଟିଆ' ମାଛ ଧରିଛନ୍ତି। ଏହି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହୋଇଛି। ପୂର୍ବଦିନ ଏହି ବିରଳ 'ସୋଲାପଟିଆ' ମାଛମଧ୍ୟରୁ ୭ଟିକୁ ସମୁଦ୍ରରୁ ଧରିଥିଲେ ମାଛ ଧରାଳି। ସେମାନେ ସେମାନଙ୍କ ମାଛକୁ କୂଳକୁ…

ମୋଦୀଙ୍କ ଅଭିଭାଷଣ ମେଣ୍ଟ ଚର୍ଚ୍ଚାକୁ ଯୋଗାଇଲା ଇନ୍ଧନ

ଭୁବନେଶ୍ୱର: ମାର୍ଚ୍ଚ ୫, ରାଜ୍ୟ ରାଜନୀତିରେ ରୁଚି ରଖୁଥିବା ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଥିଲା ଅପେକ୍ଷାର ଦିନ। କିଏ କହୁଥିଲା ଆଜିର ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧି ଘୋଷଣା କରିବ ଏବଂ ବିଜୁ ଜୟନ୍ତୀରୁ ସାରା ଦେଶ ଦେଖିବ ବିଜେଡି ଓ ବିଜେପି…

ଅସଲି ପ୍ୟାକେଟରେ ନକଲି ଆଚାର ବିକ୍ରି କରୁଥିବା କାରଖାନା ଠାବ: ଜଣେ ଗିରଫ

ବ୍ରହ୍ମପୁର: ଆଚାର ସମସ୍ତଙ୍କର ପ୍ରିୟ। ବିଶେଷ କରି ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଗଲେ ସେଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଆଚାରରେ ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି।…

ନୂତନ କୀର୍ତିମାନ ପାଇଁ ରୋହିତଙ୍କୁ ଆବଶ୍ୟକ ୬ ଛକା

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ଖେଳାଯିବ । ଏହି ମ୍ୟାଚରେ ଭାରତର ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୬୦୦ ଛକା ମାରି ରେକର୍ଡ କରିବା ପାଇଁ…

ଷ୍ଟକ୍ ଟ୍ରେଡିଂ ଅଭିଯୋଗରେ ଯୁବକଙ୍କୁ ୨୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଲେ ସାଇବର ଠକେଇ

ଅନୁଗୁଳ: ଜଣେ ଯୁବକଙ୍କୁ ସାଇବର ଅପରାଧୀମାନେ ଅନଲାଇନ୍ ଷ୍ଟକ୍ ଟ୍ରେଡିଂ ନାଁରେ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ଷ୍ଟକ କାରବାର ସମ୍ପର୍କରେ ହ୍ଵାଟସଆପ୍ ମେସେଜ୍ ପାଇବା ପରେ ଗୋଟାମରା ଗ୍ରାମର ନରେନ୍ଦ୍ର ସାହୁ ଠକଙ୍କ ଜାଲରେ ପଡ଼ିଯାଇଥିଲେ। ସେ…

ପ୍ରୟାସକାନ୍ତି ସାମଲଙ୍କୁ ଇଡିର ଜେରା, ଡାଟା ଡିଲିଟ୍ କରିଥିବାରୁ ଗିରଫ ସମ୍ଭାବନା

ଭୁବନେଶ୍ୱର: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରୟାସକାନ୍ତି ଇଡି…