Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା

ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ ଆଡ଼ଭାନ୍ସ। ଆଉ ତା ପରେ ନିଶା ଦେଉ ଲୁଟିନେଲେ ୯୦ ହଜାର ଟଙ୍କା।…

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ଝଟକା; ହେବନି ତ୍ବରିତ ଶୁଣାଣି, ସିଜିଆଇ ସ୍ଥିର କରିବେ ସମୟ

ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ମମତା ସରକାରଙ୍କୁ ଲାଗିଛି ବଡ ଝଟକା । ସନ୍ଦେଶଖାଲିରେ ଇଡ଼ି ଟିମ୍ ଉପରେ ହୋଇଥିବା ଆକ୍ରମଣରେ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ । ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ତଦନ୍ତ…

ଜିମ୍ କର୍ବେଟ ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ବାଘ ସଫାରି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ୍ କର୍ବେଟ ନ୍ୟାସନାଲ ପାର୍କର ବାଘ ସଫାରି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ବଫର୍ ଅଞ୍ଚଳରେ ବାଘ ସଫାରି ସ୍ଥାପନା ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ…

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ…

ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ…

ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଶାକାର ହେଲା ଶହେ ବର୍ଷର ସ୍ବପ୍ନ। ପାଣି ତଳେ ଚାଲିଲା ମେଟ୍ରୋ ରେଳ। ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁଜ ପତାକା ଦେଖାଇ ଏହି ଅଣ୍ଡରଓ୍ବାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ। ଉଦଘାଟନ…

ବୁଲି ଯାଇଥିଲେ ରୁଷ; ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ କରାଯାଉଛି ବାଧ୍ୟ

ନୂଆଦିଲ୍ଲୀ: ଭାରତରୁ ରୁଷ ବୁଲିବା ପାଇଁ ଯାଇଥିଲେ । ହେଲେ ସେଠାରେ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ସେଠାରୁ ମୁକୁଳିବା ପାଇଁ ରୁଷରେ ଫସି ରହିଥିବା ପଞ୍ଜାବ ଓ ହରିୟାଣାର ୭ ଜଣ ଯୁବକ ଏବେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଯୁବକମାନେ…

ଫୁଲବାଣୀ ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଫୁଲବାଣୀ: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ବସଟି ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସିପଡ଼ିଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି…