Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ଶୁଭାରମ୍ଭ, ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀ ପାଇବେ ମ୍ୟାଜିକ କାର୍ଡ

ଭୁବନେଶ୍ବର: ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ…

୬୫ ମିଲିୟନ ଡଲାରରେ ନିର୍ମିତ ରୁଷ ଯୁଦ୍ଧ ଜାହଜକୁ ନଷ୍ଟ କଲା ୟୁକ୍ରେନ ଡ୍ରୋନ

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ସହାୟତାରେ ୟୁକ୍ରେନ ଦୀର୍ଘ ଦିନ ହେବ ରୁଷର କଡା ମୁକାବିଲା କରି ଆସୁଛି । ମଙ୍ଗଳବାର ୟୁକ୍ରେନ ଏକ ଶକ୍ତିଶାଳୀ ସାମୁଦ୍ରିକ ଡ୍ରୋନ ବ୍ୟବହାର କରି କୃଷ୍ଣ ସାଗରରେ ରୁଷର ଏକ ଯୁଦ୍ଧ ଜାହଜକୁ…

ମୋଦୀ ଚାହୁଁଛନ୍ତି ଯୁବବର୍ଗ ଜୟ ଶ୍ରୀରାମ ଦିଅନ୍ତୁ, ଭୋକରେ ମରନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦୀ ଚାହୁଁଛନ୍ତି ଯେ ଦେଶ 'ଜୟ ଶ୍ରୀରାମ ନାରା ଦେଉ ଏବଂ କିନ୍ତୁ ଭୋକରେ ମରନ୍ତୁ'। ଆଜି ମଧ୍ୟପ୍ରଦେଶର ସାରଙ୍ଗପୁରରୁ ରାହୁଲଙ୍କ ଭାରତ ଯୋଡୋ…

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ସରକାରର ବେଖାତିର!

କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କ ହେପାଜତ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି। ଶାହଜାହାନଙ୍କୁ ନିଜ ହେପାଜତକୁ ନେବା ପାଇଁ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟ ଭବାନୀ ଭବନରେ ପହଞ୍ଚିଥିଲା…

ଖୋଲୁନି ଫେସବୁକ୍, ଅପଡେଟ୍ ଦେଖଉନି ଇନଷ୍ଟାଗ୍ରାମ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଆଜି ରାତି 9ଟାରୁ ଆପଣଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆକସେସ୍ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ବିଫଳ ହେଉଛନ୍ତି ତେବେ ଆପଣ ଏକା ନୁହଁନ୍ତି। ଲକ୍ଷ ଲକ୍ଷ ଫେସବୁକ ୟୁଜର ଏହି ସମସ୍ୟାର ସାମ୍ନା କରୁଛନ୍ତି। ଏହିପରି ହେବା ସୂଚାଉଛି ଯେ ସୋସିଆଲ ମିଡିଆ ଆପର…

ୱାଗନରଙ୍କୁ ଅବସର ନେବା ପାଇଁ ପକାଯାଇଥିଲା ଚାପ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପେସ ବୋଲର ନୀଲ ୱାଗନର ଗତ ସପ୍ତାହରେ ଅବସର ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ୩୭ ବର୍ଷୀୟ ୱାଗନର ଅବସର ଘୋଷଣା କରିଥିଲେ । ସେ ସମୟରେ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ପୂର୍ବତନ ଅଧିନାୟକ ରସ ଟେଲର ତାଙ୍କ ଅବସର ନେଇ ଏକ…

ବିଜେଡିର ନାଗରିକ କୈନ୍ଦ୍ରିକ ୱେବସାଇଟ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା,…

୧୯,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ। ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ହେଲେ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଉପହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମାନ୍ୟବର…

ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗି ଚାଲିଗଲା ମହିଳା ଜୁଡୋକାଙ୍କ ଜୀବନ

କରାଚୀ: ପାକିସ୍ତାନରେ ଉଦୀୟମାନ ମହିଳା ଜୁଡୋକାଙ୍କ ମ୍ୟାଚ ଅବସରରେ ମୃତ୍ୟୁ ଘଟିଛି । ୨୦ ବର୍ଷୀୟ ଫିଜା ଶେର ଅଲୀ ୟୁଥ ଟ୍ୟାଲେଂଟ ହଂଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଖାଇବାର ପଖତୁନଖାର ଏହି ଜୁଡୋକୋ ୪୪ କିଗ୍ରା ବିଭାଗରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ବେଳେ…

ପାକିସ୍ତାନୀ ବକ୍ସର ସାଥୀ ମହିଳା ଖେଳାଳିଙ୍କ ନିକଟରୁ କଲେ ଚୋରୀ

ଲାହୋର: ପାକିସ୍ତାନର ଜନୈକ ବକ୍ସର ଇଟାଲୀରେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହା ଦେଶର ମାନ ତଳେ ପକାଇଛି । ଜୋହେବ ରଶୀଦ ନାମକ ଏହି ବକ୍ସରଜଣଙ୍କ ତାଙ୍କ ମହିଳା ସାଥୀ ଖେଳାଳିଙ୍କ ପର୍ସରୁ ଅର୍ଥ ଚୋରୀ କରିଥିବା ଜଣାପଡିଛି । ପାକିସ୍ତାନ ଆମେଚର ବକ୍ସିଂ ମହାସଂଘ ଏ ସମ୍ପର୍କରେ ଖୁଲାସା କରିଛି ।…