Latest Odisha News
Browsing Category

Uncategorized

ସୁପ୍ରିମକୋର୍ଟ କଲେଜିୟମର ମୋହର: ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି (ସିଜେ) ଭାବେ ମେଘାଳୟ ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ମେଘାଳୟ ହାଇକୋର୍ଟର ସିଜେ ଭାବେ ଜଷ୍ଟିସ୍ ରଫିକ୍ ଶପଥ ଗ୍ରହଣ…

‘ପାର୍ସଲ ଏକ୍ସପ୍ରେସ ଟ୍ରେନ’ରେ ପାର୍ସଲ ବୁକିଂ ପାଇଁ ଜାରି ହେଲା ହେଲ୍ପଲାଇନ ନଂ

ଭୁବନେଶ୍ୱର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକଡାଉନ ଜାରି ରହିଥିବା ବେଳେ ଆବଶ୍ୟକୀୟ ପଦାର୍ଥର ପରିବହନ ଲାଗି ଆଗେଇ ଆସିଛି ପୂର୍ବତଟ ରେଳବାଇ। ଏପରିକି ପୂର୍ବତଟ ରେଳପଥ ପକ୍ଷରୁ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଇବା…

ସର୍ବସାଧାରଣରେ ଛେପ ପକାଇଲେ ୫ଶହ ଟଙ୍କା ଫାଇନ୍‌

ଗଞ୍ଜାମ:ଏଣିକି ସର୍ବସାଧାରଣରେ ଛେପ ପକାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଯଦି କେହି ବ୍ୟକ୍ତି ବାହାରେ ଛେପ ପକାଉଛନ୍ତି ତେବେ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ଗଂଜାମ ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ ଜରିଆରେ ଏହି…

ଲକ୍‌ଡାଉନ୍ ଡାଏରୀ: ଓଲିଉଡ୍ ହିରୋ ସ୍ୱରାଜ ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବା ସହ ପଶୁପକ୍ଷୀଙ୍କ ଯତ୍ନ ନେଉଛନ୍ତି

ଭୁବନେଶ୍ୱର: ସବୁବେଳେ ସୁଟିଂରେ ବ୍ୟସ୍ତ ରହୁଥିବା ଅଭିନେତା ସ୍ୱରାଜ ଏବେ ଲକ୍‌ଡାଉନ୍ ଯୋଗୁଁ ବାରିପଦାରେ ତାଙ୍କ ଘରେ ରହୁଛନ୍ତି । ସାଧାରଣ ଦିନରେ ବାପା ମାଆଙ୍କ ସହ ସମୟ କାଟିବାକୁ ସୁଯୋଗ ମିଳୁ ନ ଥିବା ବେଳେ ଏବେ ଲକ୍‌ଡାଉନ ଯୋଗୁଁ ସେ ଏହାର ମଜା ଉଠାଉଥିବା କହିଛନ୍ତି । ପରିବାର ଲୋକଙ୍କ ସହ…

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ 'ଜ୍ୱର କ୍ଲିନିକ୍’ ବା  'ଫିଭର କ୍ଲିନିକ୍' ଭାବେ ସୂଚିତ କରାଯାଇଛି।…

ପିଏମ୍ କେୟାର୍ସ ଫଣ୍ଡ ପାଇଁ ଅନ ଲାଇନ ପ୍ରଦର୍ଶନୀ ଚେସ୍ ପ୍ରତିଯୋଗିତାରେ ଭାଗ ନେବେ ଭାରତର ଶ୍ରେଷ୍ଠ ୬ ଚେସ୍ ଖେଳାଳିି

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପପତି କ୍ରୀଡାବିତ ତଥା କର୍ପୋରେଟ ହାଉସମାନେ କରୋନା ରିଲିଫ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି । ଏ ଦିଗରେ ଏକ ଅଭିନବ ପ୍ରୟାସ ସହିତ ଏବେ ସାମିଲ ହୋଇଛନ୍ତି ଦେଶର ପ୍ରମୁଖ ଆନ୍ତର୍ଜାତୀୟ ଚେସ୍ ଖେଳାଳି । ଆସନ୍ତା ୧୧…

ରାଉରକେଲାରେ ଲକଡାଉନ; ଘର ଘର ବୁଲି ‘ହୋମ୍ ସର୍ଭିସ୍‌’ ଦେଲେ ଭଣ୍ଡାରୀ

ରାଉରକେଲା: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ରାଉରକେଲାର ଭଣ୍ଡାରୀମାନେ ନିଜ ଜୀବିକା ବଞ୍ଚାଇବା ଲାଗି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ରାଉରକେଲାର ଭଣ୍ଡାରୀ ସଂଘ ପକ୍ଷରୁ ସହରରେ ଏବେ ‘ହୋମ୍ ସର୍ଭିସ୍‌’ ସେବା ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ବେପରୁଆ ଉତ୍ତର ଦେଇ ଉପହସିତ ହେଲା ପଞ୍ଜାବ ପୋଲିସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶାସନ ମୁଖ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥାନ୍ତି । ସୋସିଆଲ୍ ମିଡିଆରେ ଆସିଥିବା ଏହିଭଳି ଏକ ସମସ୍ୟାର ସମାଧାନ ପାଇଁ…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ଚାଲିଛି: ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ…

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ…