Latest Odisha News
Browsing Category

Uncategorized

କରୋନା ଭୟରେ ଭାଙ୍ଗିଲା ପରମ୍ପରା: ଚଳିତ ବର୍ଷ ଗଡିବ ନାହିଁ ରୁକୁଣା ରଥ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବଡ଼ପର୍ବ ରୁକୁଣା ରଥଯାତ୍ରା । କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବାକୁ ଯାଉଛି । କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ରଥଯାତ୍ରା ନକରିବାକୁ ନିଷ୍ପତ୍ତି…

ଇଟାଲୀରେ କରୋନା ବିଭୀଷିକା: ୨୪ ଘଣ୍ଟାରେ ଗଲାଣି ୬୮୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୮୩ ଜୀବନ । ୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବା…

‘ଜନତା କର୍ଫ୍ୟୁ’କୁ ସମର୍ଥନ: ଶାହିନ ବାଗରୁ ହଟିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ…

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ…

କରୋନା ସଂକ୍ରମଣ: ଅର୍ଥନୈତିକ ପ୍ରଭାବ ଆକଳନ ଓ ପ୍ରତିକାର ପାଇଁ କୋଭିଡ-୧୯ ଅର୍ଥନୈତିକ ରେସପନ୍ସ ଟାସ୍କଫୋର୍ସ

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ପ୍ରଭାବର ଆକଳନ ତଥା ଅନୁଧ୍ୟାନ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ଅର୍ଥନୈତିକ ରେସପନ୍ସ ଟାସ୍କଫୋର୍ସ ଗଠନ କରାଯାଇଛି । ଦେଶବାସୀଙ୍କୁ…

କରୋନା: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ । ଚୀନରୁ ଆସିଥିବା କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଦେଶରେ ମଧ୍ୟ କରୋନା ମୁକାବିଲା ନେଇ ଯୁଦ୍ଧଭିତ୍ତି କ ସ୍ତରରେ ପ୍ରସ୍ତୁତି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ୨ଟି କରୋନା ଜନିତ ମୃତ୍ୟୁ…

୨୯ ବର୍ଷ ପରେ ୩୦% ହ୍ରାସ ପାଇଲା ଅଶୌଧିତ ତୈଳ ଦର..

ଟୋକିଓ: ସାଉଦି ଆରବ ରୁଷ ସହିତ ମୂଲ୍ୟ ଯୁଦ୍ଧ ଆରମ୍ଭ କରିବା ପରେ ଅଶୋଧିତ ତୈଳ ଦର ସୋମବାର ଦିନ ସର୍ବାଧିକ ହ୍ରାସ ପାଇଛି। ଏହାଛଡା ବଢୁଥିବା କରୋନାଭାଇରସ୍ ଯୋଗୁଁ ମଧ୍ୟ ତୈଳ ଦର ହ୍ରାସ ପାଇଛି । ୨୯ ବର୍ଷ ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇଥିବା ନଜର ଆସିଛି । ଅଶୋଧିତ ତୈଳ ବ୍ୟାରେଲ…

୨୦୦ ଟଙ୍କାରେ ଏକ ମାସ ପାଇଁ ମିଳିବ ଆଣ୍ଡ୍ରଏଡ୍ ୪କେ ସେଟ୍-ଟପ୍ ବକ୍ସ ସହିତ ୧୦୦ଜିବି ଅତିରିକ୍ତ ଡାଟା

ସମ୍ପ୍ରତି ଟାଟା ସ୍କାଏ ଏହାର ସେଟ୍-ଟପ୍ ବକ୍ସର ମୂଲ୍ୟ ବୃଦ୍ଧି କରିଛି, ଯେଉଁଠାରୁ କମ୍ପାନୀର ଏସଡ଼ି ଏବଂ ଏଚଡ଼ି ସେଟ୍-ଟପ୍ ବକ୍ସଗୁଡିକ ବର୍ତ୍ତମାନ ୧,୪୯୯ ଟଙ୍କାରେ କିଣାଯାଇପାରିବ | ଏଥି ସହିତ, ବର୍ତ୍ତମାନ ଏସସିଟି କମ୍ପାନୀ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂତନ ଅଫର ଆଣିଛି,…

୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଂଚଳରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ, ବୁଧବାର ଦିନ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ବାଧିକ ୭୮.୨ ମିମି ବର୍ଷା…

ପାଣି ପିଇବାର ସଠିକ ସମୟ…!

ଭୁବନେଶ୍ୱର: କୁହାଯାଏ ଆମ ଶରୀର ଜଳରେ ତିଆରି । କାରଣ ଆମ ଶରୀରରେ ୭୦ ଭାଗ ଜଳ ରହିଛି । ଏଣୁ ଜଳ ବିନା ଜୀବନ ଅସମ୍ଭବ ବୋଲି କୁହାଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ତେବେ ଆଜି ଆମେ…