Latest Odisha News
Browsing Category

Uncategorized

ଘରର ଏହି କୋଣରେ ରଖନ୍ତୁ ମନି ପ୍ଲାଣ୍ଟ: ଭରିଯିବ ସୁଖଶାନ୍ତି !

‍‍ଭୁବନେଶ୍ୱର: ଘରର ବାସ୍ତୁଦୋଷ ଥିଲେ ଏହାର ସମାଧାନ ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରନ୍ତି। ବସ୍ତୁଦୋଷ କାଟିବା ପାଇଁ ଅନେକ ଜିନିଷ ଘରେ ଆଣି ରଖନ୍ତି । ତେବେ ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ…

ବିଚିତ୍ର ଦୁନିଆ ! ନିଜ ଦେଶର ଏହି ସହରକୁ ଯିବା ପାଇଁ ପାର ହେବାକୁ ପଡେ ଅନ୍ୟ ଏକ ଦେଶ…

ଭୁବନେଶ୍ୱର: ପିଲାଦିନେ ଆମେ ପଢିଥିଲେ କେତେକ ରାଜ୍ୟ ବା ସହର ଏକାଠି ହେଲେ ହିଁ ଏକ ଦେଶ ତିଆରି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ ସହର ସମ୍ପର୍କରେ ଯେଉଁଠିକି ଯିବା ପାଇଁ ଏହାର ନାଗରିକଙ୍କୁ ଅନ୍ୟ ଦେଶର ସୀମା ଅତିକ୍ରମ କରିବାକୁ ପଡିଥାଏ । ରୁଷର କେଲିନିନନାଦ ସହର…

ନୂଆବର୍ଷରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସି ସାରିଛି ନୂଆବର୍ଷ । ସବୁଆଡେ ଆନନ୍ଦ ଉତ୍ସବର ମାହୋଲ । ନାଚଗୀତ ମଉଜ ମଜଲିସ ସହ ସରାଦେଶ ପାଳନ କରୁଛି ନୂଆବର୍ଷ । Have a wonderful 2020! May this year be filled with joy and prosperity. May everyone be healthy and…

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ହାପି ବାର୍ଥ ଡେ’ ଭାଇଜାନ ସଲମାନ; ୫୪ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ୍ ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିକଟ…

ବୁଲେଟରୁ ବାହାର କରୁଥିଲେ ବିକଟାଳ ଶବ୍ଦ; ପୋଲିସକୁ ଗଣିଲେ ୩୨ ହଜାର ତଣ୍ଡ !

ଜିନ୍ଦ: ଭାରି ପଡିଲା ବିକଟାଳ ଶବ୍ଦ ବାହାର କରି ବୁଲେଟ ଚଳାଇବା । ବୁଲେଟରୁ ବାଣ ପରି ଶବ୍ଦ ବାହାର କରି ୩୨ ହଜାର ଟଙ୍କା ଜୋରିମାନା ଗଣିଲେ ଯୁବକ । ଘଟଣାଟି ଘଟିଛି ହରିୟାଣାରେ । ମିଳିଥିବା ସୂଚନା ଅନୁସାରେ, ହରିୟାଣାର ନରଓ୍ଵାନାରେ ରାସ୍ତାରେ ବୁଲେଟ ମୋଟର ସାଇକେଲରେ ବାଣ ପରି ବିକଟାଳ…

ଜାଣନ୍ତୁ, ଚିକ୍କଣ ଚେହେରା ଲାଗି ଟମାଟୋ କେତେ ଉପକାରୀ !

ଭୁବନେଶ୍ୱର: ସୁନ୍ଦର ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଏଥିପାଇଁ ଝିଅମାନେ ଦାମିଦାମୀ କସମେଟିକ୍ସର ବ୍ୟବହାର ମଧ୍ୟ କରିଥାଆନ୍ତି। ଘରେ ଥିବା ଟମାଟୋକୁ ବ୍ୟବହାର କରି ଆପଣ ସୁନ୍ଦର, ଦାଗ ମୁକ୍ତ ଓ ଗୋରା ତ୍ୱଚା ପାଇପାରିବେ। ଟମାଟୋରେ ଥିବା ଫୋଲିକ ଏସିଡ଼, ଭିଟାମିନ ସି, ମିନେରାଲ୍ସ ତ୍ୱଚାକୁ…

ରାଜ୍ୟରେ ପ୍ରତିଷ୍ଠା ହେବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ସିଫାରିସ କ୍ରମେ ରାଜ୍ୟରେ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ପ୍ରତିଷ୍ଠା ନେଇ ଅନୁମତି ପ୍ରଦାନ କଲେ ଓଡିଶା ସରକାର । ଏହି ୬ଟି କୋର୍ଟ ଯଥାକ୍ରମେ କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ପ୍ରତିଷ୍ଠା ହେବା ନେଇ ସୂଚନା ମିଳିଛି ।…

ସିଫାରେ ଚତୁର୍ଥ ପିଏଏଫ କଂଗ୍ରେସ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବହୁଦେଶୀୟ ଶିଳ୍ପ, ଘରୋଇ ଉଦ୍ୟମିତା ଏବଂ ମତ୍ସ୍ୟ ବିଶେଷଜ୍ଞମାନଙ୍କ ସହଯୋଗରେ ଭାରତରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଆସୋସିଏସନ ଅଫ ଆକ୍ୱାକଲଚରିଷ୍ଟ୍ସ, ଭବନେଶ୍ୱର ଓ ପିଲ୍ଲେ ଆକ୍ୱାକଲଚର ପ୍ରତିଷ୍ଠାନ, ଚେନ୍ନାଇ ସହିତ ମିଶି ଆଇସିଏଆର-ସିଫା ଏହାର ଭୁବନେଶ୍ୱର କ୍ୟାମ୍ପସରେ…

ଜିଏସଟି ବାବଦ ୧୩୮ କୋଟି ଟଙ୍କାର ଟିକସ ଠକେଇ : ୪ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଜିଏସଟି ଘୋଟାଲାର ତଦନ୍ତ କରି ରାଉରକେଲାରୁ ୩ ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶିଲ ଲୋହାନୀ । ସେ କହିଛନ୍ତି ଯେ, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର୍ କରାଯାଇଛି । ସାଧାରଣ ଲୋକ ଓ…