Latest Odisha News
Browsing Category

Uncategorized

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ସିଲ୍ ହେଲା ଅଭିଯୁକ୍ତଙ୍କ ଗେଷ୍ଟ ହାଉସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ବିରୋଧୀଙ୍କ ଦ୍ୱାରା ଘଟଣାର ସିବିଆଇ ତଦନ୍ତ ଦାବି କରାଯାଉଥିବା ବେଳେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମି ଉପରେ ବେଆଇନ ଭାବରେ…

ଘରେ ରଖନ୍ତୁ ଏହି ୫ଟି ଜିନିଷ, ଦୂରେଇ ରହିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଘରେ କିଛି ବାସ୍ତୁ ଦୋଷ ଥିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଦୋଷ ଥିବା ଗୃହର ଲୋକମାନେ ଯେତେ ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ କରିପାରନ୍ତି ନାହିଁ। ମାତ୍ର ଏପରି କେତେକ ବସ୍ତୁ ରହିଛି ଯାହାକୁ ଘରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୃହରେ ସୁଖଶାନ୍ତିର…

ସୂର୍ଯ୍ୟବଂଶୀରେ ଏକାଠି ନଜର ଆସିବେ ଏହି ତିନି ସୁପରଷ୍ଟାର…

ମୁମ୍ବାଇ: ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡର ତିନୋଟି ସୁପରଷ୍ଟାର୍ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂହ। ବଲିଉଡର ଏହି ତିନିଜଣ ଏକାଠି ନଜର ଆସିବେ ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ । ଏହି ଅପକମିଂ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ…

ଦୁଇମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ସୁନାଦର, ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ହେବ କ୍ରମାଗତ ଭାବେ ଉପର-ତଳ ହେଉଛି ସୁନାଦର। ପ୍ରଥମେ ହୁହୁ ହୋଇ ଦର ବୃଦ୍ଧି ପାଇବା ପରେ, ପୁନଶ୍ଚ ଏହାର ଦର ହ୍ରାସ ଘଟିଚାଲିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଦୁଇମାସର ସର୍ବ ନିମ୍ନ ସ୍ତରରେ ଆଜି ପହଞ୍ଚିଛି ସୁନାଦର । ଶୁକ୍ରବାର ଏହିଦର ୪ଶହ ଟଙ୍କା ହ୍ରାସ…

ମାଙ୍ଗାଲୁରୁରେ ମର୍ମନ୍ତୁଦ ଦୁର୍ଘଟଣା: କବି ଅମୀୟ ମହାପାତ୍ରଙ୍କ କନ୍ୟା ମୃତ

କଟକ/ମାଙ୍ଗାଲୁରୁ: ଶନିବାର ଦିନ ମାଙ୍ଗାଲୁରୁ ନିକଟସ୍ଥ ମକ୍‍କାଠାରେ ସଂଘଟିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇଜଣ ଏମ.ଆଇ.ଟି. ଛାତ୍ରୀ । ମୃତକଙ୍କ ଭିତରେ ଅଛନ୍ତି ଓଡ଼ିଆ ଝିଅ ଅପର୍ଣ୍ଣା ମହାପାତ୍ର । ଅନ୍ୟ ଆଠ ଜଣ ଆଘାତ ପ୍ରାପ୍ତ ହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ…

ଖାଦ୍ୟ ପ୍ରେମୀଙ୍କ ପାଇଁ ଭୂସ୍ବର୍ଗ ଏହିସ୍ଥାନ, ଜାଣନ୍ତୁ

ଶାନ୍ତ ପରିବେଶ ସହ ସ୍ୱାଦିଷ୍ଟ ଖାଦ୍ୟ । ଖାଦ୍ୟ ପ୍ରେମୀ ହୋଇଥିଲେ ନିଶ୍ଚୟ ବୁଲି ଯାଆନ୍ତୁ ମଣିପୁର । ଏହି ସ୍ଥାନ ସ୍ୱତନ୍ତ୍ର ଅଟେ । ମଣିପୁରର ସୌନ୍ଦର୍ଯ୍ୟ ଏହାକୁ ଭାରତର ସୁଇଜରଲ୍ୟାଣ୍ଡର ଆଖ୍ୟା ଦିଏ । ଏଠାରେ ବୁଲିବା ପାଇଁ ରହିଛି ଅନେକ ସ୍ଥାନ । ଯେପରିକି ଶହୀଦ ମୀନାର, ଗୋବିନ୍ଦଜୀ…

ଭାଗ୍ୟଶ୍ରୀଙ୍କ ସ୍ୱାମୀ ଚଳାଉଛନ୍ତି ଜୁଆ ର‌୍ୟାକେଟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସ୍ୱାମୀ ହିମାଳୟ ଦାସାନୀଙ୍କୁ ମୁମ୍ବାଇ ପୁଲିସ ବୁଧବାର ଦିନ ଗିରଫ କରିଛି । ମୁମ୍ବାଇର ଲୋଖଣ୍ଡ୍ଵାଲାରେ ହିମାଳୟ ଜୁଆ ର‌୍ୟା କେଟ ଚଲାଉଥିଲେ । ଏହି ଖବର ପୋଲିସ ଜାଣିବା ପରେ ହିମାଳୟଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ସହ ଅନ୍ୟ…

ବେଆଇନ ଖଣି ଖନନ ମାମଲା, ୬ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି

କେନ୍ଦୁଝର: ପରିବେଶ ଆଇନ ଉଲଘଂନ ଓ ବେଆଇନ ଖଣି ଖନନ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଛଅ ଖଣି ମାଲିକଙ୍କ ସ୍ତାବର ଆସ୍ତାବର ସମ୍ପତି ଜବତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୱାରେଣ୍ଟ ଜାରି କରାଯାଇଛି। ଏ…

ମାଟିର ମଣିଷ ମନୁଆ ପାଢ଼ୀ

ମାଟିର ମଣିଷ ମନୁଆ ପାଢ଼ୀ ବିନୟ ଭୂଷଣ ପାଣିଗ୍ରାହୀ ପାଟଣା ସାହି ବଜାର ବିଗତ ଦୁଇ ଦଶନ୍ଧି ଭିତରେ ବଢ଼ିବଢି ଏତେବଡ଼ ହେଇ ଯାଇଛି ଯେ ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି। ନ'ନମ୍ବର ରାଜ୍ୟ ରାଜପଥ ଉପରେ ହେଇଥିଲେ ମଧ୍ୟ ମଫସଲି ଗ୍ରାମ ପରିବେଷ୍ଟିତ ଏ ଅଞ୍ଚଳ ଦିନେ ଏତେ ବିକଶିତ ହେଇଯିବ ବୋଲି…

ଜାଣନ୍ତୁ କେବେଠୁ ଓ କାହଁକି ପାଳନ କରାଯାଏ ‘ପୃଥ୍ୱୀ ଦିବସ’…

ଭୁବନେଶ୍ୱର : ପ୍ରତିବର୍ଷ ଏପିଲ୍ ୨୨ ତାରିଖରେ ସାରା ଦେଶରେ ‘ପୃଥ୍ୱୀ ଦିବସ’ ବା ‘ଆର୍ଥ ଡେ୍’ ପାଳନ କରାଯାଇଥାଏ । ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ବୃକ୍ଷ-ଲତା, ଜୀବ-ଜନ୍ତୁ ତଥା ପରିବେଶ ପର୍ଯ୍ୟାବରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଅଟେ ।…