Latest Odisha News

BREAKING NEWS

Browsing Category

Uncategorized

ପାକିସ୍ତାନ, ଚାଇନାର ବଢ଼ିଲା ଚିନ୍ତା: ୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ଆଜକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ ଏବଂ କେହି ନଇଁବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା,…

ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା: ଦୀପାବଳୀରେ ଅଘଟଣ । ବାରିପଦା କାଳୀମନ୍ଦିର ସାହିରେ ଥିବା ସ୍ଵର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ଏଯାଏଁ କୌଣସି ମୃତାହତର ମିଳିନି ଖବର । ନିଆଁର ପ୍ରକୋପ ଏତେ ଥିଲା ଯେ,…

କବିତା : ମନେଇବା ଦୀପାବଳି

ତରୁଣ କୁମାର ମିଶ୍ର ଶନିବାର ଆଜି ସ୍କୁଲ ଛୁଟିଥିଲା ନାତି ବସିଥିଲା ପାଶେ , କହେ ଜେଜେନନା ଦିଓ୍ବାଲୀ ପାଳିବା ବାଣ ନଫୁଟାଇ ମୋଟେ । ଦୀପ ବସାଇବା ଲିଚୁ ଲଗାଇବା ଜାଳିବା ମହମବତୀ , ବାଣ ଫୁଟାଇଲେ ଶବଦରେ କାନ ପରଦା ଯିବରେ ଫାଟି । ବାରୁଦ ଧୂଆଁରେ ନିଃଶ୍ବାସ ନେବାକୁ…

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ…

ସୋମାଲିକା ଆସିଲେ, ହେଲେ ଆସିଲେନି ବିଜୟଶଙ୍କର; ନଭେମ୍ବର ୨୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କରଙ୍କ ବିବାହକୁ ବିରୋଧ କରି ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିବା ପରେ ମଙ୍ଗଳବାର ବିବାହ ପଞ୍ଜୀକରଣ କୋର୍ଟରେ ହାଜର ହେବା ପାଇଁ ବିଜୟ ଶଙ୍କରଙ୍କୁ…

କବିତା : ସବୁକିଛି ଅପେକ୍ଷାରେ

ତେଜସ୍ୱିନୀ ପଣ୍ଡା ଗୋଟିଏ ସ୍ପର୍ଶ ଅପେକ୍ଷାରେ ବିତିଗଲାଣି କିଛି ଘଣ୍ଟା , ଲିଭି ଆସିଲାଣି ଲଣ୍ଠନର ବତୀ , ଗୋଟିଏ ଶବ୍ଦ ସ୍ପର୍ଶ ମୋ କୋଠରୀରେ ଆତଜାତ ହୁଏ, ଆସିବ କହି କେବେ ଆସିପାରେନି, ଭୟର ଜମାଟ ବାନ୍ଧି ଫେରିଯାଏ ଝରକା ପାଖରୁ, ମୁଁ କିନ୍ତୁ ଗୋଟିଏ ଶବ୍ଦ ସ୍ପର୍ଶ…

ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୭ ମୃତ,୨ଗୁରୁତର

ନୂଆଦିଲ୍ଲୀ : ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହନୁମାନଗଡ  ଜିଲ୍ଲାର ନାଉରଙ୍ଗଦେସରଠାରେ କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି  ।  ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ…

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ…

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ 'ଭାରତ' କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି…

ଭସାଣି ପାଇଁ ରାଜଧାନୀରେ କଟକଣା: କେଉଁ ରୁଟରେ ଗଡ଼ିବ ଗାଡ଼ି ଜାଣନ୍ତୁ

ଭୁବନେଶ୍ୱର:  ସରିଯିବ ଉତ୍ସବର ମାହେଲା । ମେଲାଣି ନେବ ମା’ । ଆସନ୍ତାକାଲି ଭସାଣି ।  ପୁଣି ଗୋଟିଏ ବର୍ଷର ଅପେକ୍ଷା ।  ଆସନ୍ତାକାଲି ଭସାଣି ପାଇଁ ପ୍ରସ୍ତୁତ ହେଉଛି  କମିଶନରେଟ ପୋଲିସ । ସେଥିପାଇଁ   ଆଜିଠାରୁ ଗାଇଡଲାଇନ ଜାରି କରାଯାଇଛି । କେତେବେଳେ ଭସାଣି,  କେଉଁ ରାସ୍ତାରେ ଗଡିବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରୋଷରେ ନିଷିଦ୍ଧ ଡାଲି, ତେଲ, ମସଲା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ନିଷିଦ୍ଧ ସାମଗ୍ରୀ ବିଷୟରେ ଆଲୋଚନା କରିବା ଅବସରରେ ଆମେ ପାକଶାଳାରେ ନିଷିଦ୍ଧ ପରିବା ଓ ଶାଗ ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ରୋଷରେ…