Latest Odisha News

BREAKING NEWS

Browsing Category

Uncategorized

ଭାଷା ଭାଗବତ : ଭିତ୍ତିଭାଷା ସଂସ୍କୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଆମ ଭିତ୍ତିଭାଷା ସଂସ୍କୃତ ନ ହେଲେ ଏବେ ଉପେକ୍ଷିତ ଦେଶୀୟ ଭାଷାବଳି ରକ୍ଷା କରିବା ପାଇଁ ନୂଆ ଶିକ୍ଷା ନିମଂତେ ଅଲୋଡ଼ା ପ୍ରତୀକ୍ଷା କରିବା ଏବେ ହିଁ ପରୀକ୍ଷା ଏବେ ହିଁ ନିଷ୍ପକ୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ସନ୍ଧ୍ଯା ଆଳତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ସହ ଦିବା ପହୁଡ଼ ବିଷୟରେ ଆଲୋଚନା କରିଲେ । ବର୍ତ୍ତମାନ ସନ୍ଧ୍ୟା ସମୟ, ଯାହାକି ଶ୍ରୀଜୀଉମାନଙ୍କ ଆଳତିର ବେଳ ତେଣୁ ଆସନ୍ତୁ ଜାଣିବା…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ…

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…

ପାରାଦୀପ ସମୂଦ୍ର ମୁହାଣରେ ବୁଡିଗଲା ବୋଟ: ଭାସିଗଲେ ୮ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ସମୂଦ୍ର ମୁହାଣରେ ବୁଡିଲା ବୋଟ। ସ୍ଥାନୀୟ ଲୋକ କହିବା ମୂତାବକ, ଏହି ବୋଟରେ  ୮ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କ ମଧ୍ୟରୁ  ୩ ଜଣ ଭାସି ଯାଇଛନ୍ତି । ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।  ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ,  ଆଜି…

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ଢ଼ୋକିଦେଲା ସବୁତକ ପାପ ଓଠର ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର, ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ ସମ୍ଭୋଧିତ କରିବା ଏତେ ସହଜ ନଥିଲା ଯଦିଚ ବିଶ୍ୱାସକୁ ନିହାଣ ମୁନରେ ବାରମ୍ବାର ଆଘାତ ଦେଇ ମୂର୍ତ୍ତିଟିଏ…

ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି… ସହିଦ ପୁଅର ଶେଷକଥା ମନେ ପକାଇ କାନ୍ଦୁଛନ୍ତି ପରିବାର

ଜମ୍ମୁ:  ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି.. । ପୁଅର ଫୋନକୁ ଅପେକ୍ଷା କରିଛନ୍ତି ପରିବାର ଲାେକେ । ସନ୍ଧ୍ୟା ଆସିଲା ହେଲେ ପୁଅର କଲ ଆସିଲାନି । ଶେଷର ଆସିଲା ଏ ଛାତିଫଟା  ଖବର । ପୁଅ ଆତଙ୍କୀ ସହ ଲଢି ଡାକ୍ତରଖାନାରେ ଆଉ ଏହାର କିଛି ସମୟରେ ଆସିଥିଲା ପୁଅର ସହିଦ ଖବର। ୬୮ ବର୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୂଜକମାନଙ୍କ ବସିବା ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପାଳନ ପାଇଁ ସମସ୍ତ ସାଜ ସରଞ୍ଜାମ ଏକାଠି କରିବା ପରେ ପୂଜକମାନଙ୍କ ବସିବା ବିଧି ମଧ୍ୟ ସ୍ୱତନ୍ତ୍ର ଭାବେ ଦର୍ଶାଯାଇଛି। "ପୂର୍ବାଶାଭିମୁଖଂ…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ…

ନୂତନ ସଂସଦ ଭବନ ପାଇଁ ନୂଆ ଡ୍ରେସ୍ କୋଡ୍, ବିଭିନ୍ନ ପୋଷାକରେ ନଜର ଆସିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ନୂତନ ସଂସଦରେ କର୍ମଚାରୀମାନେ ପାଇବେ ନୂଆ ୟୁନିଫର୍ମ। ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଗୃହରେ ଗଣେଷ ଚତୁର୍ଥୀ ପୂଜା ହେବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ପୁରୁଣା ସଂସଦରେ ଏନେଇ ଏକ ବୈଠକ ହେବ। ଏହି ଦିନେ ପୁରୁଣା ସଂସଦର…