Latest Odisha News

BREAKING NEWS

Browsing Category

Uncategorized

ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ ମିଳୁନାହିଁ କାହିଁକି?: ସଙ୍ଗମଲାଲ୍ ଗୁପ୍ତା

ଓବିସି ବର୍ଗ ବିଜେଡି ସରକାରକୁ ଉଚିତ ଜବାବ ଦେବେ ଓଡିଶାରେ ଓବିସି ବର୍ଗଙ୍କ ସଂରକ୍ଷଣ ପାଇଁ ଆଗାମୀ ଦିନରେ ବିଜେପି ତରଫରୁ ରାଜ୍ୟରେ ବଡ ଆନ୍ଦୋଳନ କରାଯିବ ବିଜେଡି ସରକାର ଓବିସି ସମାଜ ସହ ଅନ୍ୟାୟ କରିଛନ୍ତି ଭୁବନେଶ୍ୱର: ଓଡ଼ିଶାରେ ଓବିସି ବର୍ଗଙ୍କୁ ଶିକ୍ଷାରେ ସଂରକ୍ଷଣ…

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

କଟକ ସହରରୁ ଉଠିଯିବ ମାଲଗୋଦାମ: କାହିଁକି ଉଠିବ ଏବଂ କେଉଁଠିକୁ ଯିବ, ଜାଣନ୍ତୁ ପୂରା ବିବରଣୀ

କଟକ:କଟକ ସହରର ପରିଚୟ…ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ…

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର…

ଆଇଜର ହଷ୍ଟେଲରେ ଝୁଲିପଡିଲେ ମେଧାବୀ ଛାତ୍ର

ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ…

ପୁସ୍ତକ ପରିଚୟ : ମିଷ୍ଟି ମିଶ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ପୁସ୍ତକ : ମିଷ୍ଟି ମିଶ୍ର ଗାଳ୍ପିକ : କୁମାର ବିପ୍ଳବ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୨୬ ମୂଲ୍ୟ : ୧୪୯ ଟଙ୍କା ମାତ୍ର ଗାଳ୍ପିକ କୁମାର ବିପ୍ଳବଙ୍କ ସଦ୍ୟ ପ୍ରକାଶିତ ଗଳ୍ପ ସଙ୍କଳନ "ମିଷ୍ଟି ମିଶ୍ର" । ମିଷ୍ଟି ମିଶ୍ରର…

ଭାଷା ଭାଗବତ : ଭିତ୍ତିଭାଷା ସଂସ୍କୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଆମ ଭିତ୍ତିଭାଷା ସଂସ୍କୃତ ନ ହେଲେ ଏବେ ଉପେକ୍ଷିତ ଦେଶୀୟ ଭାଷାବଳି ରକ୍ଷା କରିବା ପାଇଁ ନୂଆ ଶିକ୍ଷା ନିମଂତେ ଅଲୋଡ଼ା ପ୍ରତୀକ୍ଷା କରିବା ଏବେ ହିଁ ପରୀକ୍ଷା ଏବେ ହିଁ ନିଷ୍ପକ୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ସନ୍ଧ୍ଯା ଆଳତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ସହ ଦିବା ପହୁଡ଼ ବିଷୟରେ ଆଲୋଚନା କରିଲେ । ବର୍ତ୍ତମାନ ସନ୍ଧ୍ୟା ସମୟ, ଯାହାକି ଶ୍ରୀଜୀଉମାନଙ୍କ ଆଳତିର ବେଳ ତେଣୁ ଆସନ୍ତୁ ଜାଣିବା…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ…

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…