Latest Odisha News

BREAKING NEWS

Browsing Category

Uncategorized

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଡା. ଶୁଭଶ୍ରୀଙ୍କ କରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର…

ଇଜରାଏଲ ଟିଭି ଚାନେଲରେ ସାକ୍ଷାତକାର ଦେଇଥିବା ଇରାନ ଲେଖକଙ୍କୁ ଫାଶୀଦଣ୍ଡ

ତେହରାନ: କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶୀ ।  ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ । ତାଙ୍କ ବିରୋଧରେ  ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି…

କଶ୍ମୀର ଗେଟ ହନୁମାନ ମନ୍ଦିରରେ ପ୍ରିୟଙ୍କାଙ୍କ ସହ ରାହୁଲ; ଏହି ମନ୍ଦିର ସହ ରହିଛି ପାରିବାରିକ ସମ୍ପର୍କ

ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହୋଇଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ ରାହୁଲ । ଦିଲ୍ଲୀର କାଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ରାହୁଲ । ଶୀତକାଳୀନ ବ୍ରେକ ପରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ପୁଣି…

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସୂଚନାଥାଉ କି,  …

ଚୀନ-ଭାରତ ସେନା ମୁହାଁମୁହିଁ ଘଟଣା ପରେ ପ୍ରଥମ ଥର ପାଇଁ ଅରୁଣାଚଳ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି । ତବାଙ୍ଗ ସେକ୍ଟରରେ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହେବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥର ଅରୁଣାଚଳ ଗସ୍ତ । ଏହି ଅବସରରରେ ରାଜନାଥ ସିଂହ ଅନେକ  ବିକାଶ ମୂଳକ ଯୋଜନାର ଉଦ୍ଘାଟନ…

୧୮ ଲକ୍ଷ ବ୍ୟୟରେ ମଣିଷ ନେଲା ଗଧିଆ ରୂପ

ଟୋକିଓ:ସୁନ୍ଦର ଦିଶିବା ପାଇଁ ଲୋକେ ପଇସା ଖର୍ଚ୍ଚ କରନ୍ତି । ଖାଲି ଖର୍ଚ୍ଚ କରନ୍ତିନି, ଟଙ୍କାକୁ ପାଣି ପରି ବୁହାଇ ଦିଅନ୍ତି। ମହିଳାମାନେ ଶୃଙ୍ଗାର ପ୍ରିୟ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ପୁରୁଷ ବି ଶୃଙ୍ଗାରରେ ପଛରେ ପଡି ନାହାନ୍ତି   । ଥରେ ପାର୍ଲର ଗଲେ ପୁରୁଷ ହୁଅନ୍ତୁ ବା…

କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି। ବିମୁଦ୍ରିକରଣ ପ୍ରକ୍ରିୟାରେ ତ୍ରୁଟି ମଧ୍ୟ ନ ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ…

ପରିଚୟ ପତ୍ର ମାଗିଲେ, ହିନ୍ଦୁ ନାଁ ଦେଖି ଆଖିବୁଜା ଗୁଳି ଫୁଟାଇଲେ ଆତଙ୍କୀ

ଶ୍ରୀନଗର:ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି ପାଇଛି…

ଟ୍ରେନ ଲାଇନ ଚ୍ୟୁତ; ୧୦ ଆହତ

ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି   ଲାଇନ୍‌ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା  ଜଣା…