Latest Odisha News

BREAKING NEWS

Browsing Category

Uncategorized

ପୁଟିନ ଡାକିଲେ ସୁରକ୍ଷା ପରିଷଦ ଜରୁରୀ ବୈଠକ, ଚିନ୍ତାରେ ୟୁକ୍ରେନ

ମସ୍କୋ: ୟୁକ୍ରେନର ସ୍ଥିତି ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି । ସୋମବାର ବସିବାକୁ ଥିବା ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ…

ପୁରୀରେ କଂଗ୍ରେସର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବ୍ୟକ୍ତି

ପୁରୀ: ପୁରୀରେ ପେଂଠକଟା ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଛନ୍ତି । କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ…

ଜାଣନ୍ତୁ ଦହି ଖାଇବାର ଉଚିତ୍ ସମୟ ଏବଂ ଉପାୟ

ଦହି ଏପରି ଏକ ଦୁଗ୍ଧ ଜାତୀୟ ଖାଦ୍ୟ ଯାହା ସମସ୍ତଙ୍କ ଥାଳିରେ ଥିବା ନିଶ୍ଚିତ। ଗରମ ଦିନ ହେଉ କି ଥଣ୍ଡା ଦିନ ଦହିକୁ ସମସ୍ତ ରୂପରେ ବ୍ୟବହାର କରାଯାଉଛି ଏବଂ ଦହିକୁ ବ୍ୟବହାର କରି ଅନେକ ଖାଦ୍ୟ ମଧ୍ୟ ତିଆରି କରି ଖାଉଛନ୍ତି ଲୋକେ। ଲୋକମାନେ ଏହାକୁ ପରାଠା ସହିତ ଖାଇବାକୁ ବହୁତ ପସନ୍ଦ କରନ୍ତି।…

କବିତା : ଆସେ ପାର୍ବଣର ଋତୁ

ସୁଜାତା ମିଶ୍ର ମୁଠାଏ ଗଙ୍ଗଶିଉଳି ଭିତରେ ମହକେ ଜୀବନ, କାଶ ଫୁଲର ଶୁଭ୍ରତାରେ ଘୁମଉ ଥାଏ ନିରୀମାଖି ସ୍ବପ୍ନ..., ଗାଢ଼ ନୀଳ ରଙ୍ଗର ବିସ୍ତୃତି ଭିତରେ ଧଳା ମେଘର ଉଆସ ତୋଳି ଚାଲେ ପ୍ରଜାପତି ଧରା ନିରୀହ ମନ, ରାତି ସାରା ସ୍ୱପ୍ନର ରଙ୍ଗ ବଦଳେଇ କଡ ଲେଉଟାଇ ଚାଲେ କବିତା ମୁଖର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସାଧାରଣ ଭାବରେ ଆସ୍ଥା ଘରର ଯାବତୀୟ କାମ ସହିତ ସମ୍ଭବ ଆଉ ପିଲାମାନଙ୍କର ଯତ୍ନ ଯେମିତି ନେବା କଥା ନେଉଛି ।କେହି କିଛି ଅନୁଭବ କରିବା ଭଳି କିଛି ବି ନୂଆ କିମ୍ବା ଅଲଗା ନଥିଲା ଆସ୍ଥା ର ଵ୍ୟବହାର କିମ୍ବା ଚାଲିଚଳଣୀ ରେ !!!!…

ମା’ ମହାଗୌରୀ

ନବରାତ୍ରର ନବସ୍ୱରୂପର ଅଷ୍ଟମ ରୂପ ‘ମା’ ମହାଗୌରୀ ’ ନବରାତ୍ରର ଅଷ୍ଟମ ଦିବସରେ ମା' ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ…

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଅବସ୍ଥିତ ଚାରି ଆଶ୍ରମ ଭିତରେ ସବୁଠାରୁ ପୁରାତନ ଆଶ୍ରମ ହେଉଛି ମହର୍ଷି ମାର୍କଣ୍ଡଙ୍କ ଆଶ୍ରମ । ଏହି ଆଶ୍ରମର ବିଶେଷତ୍ୱ ହେଲା ଏହା ଈଶ୍ୱର…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ମେଘାଳୟ ରାଜ୍ୟପାଳ ଅବସର ନେଲେ

ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ…

କେଜ୍ରିଓ୍ୱାଲଙ୍କୁ ଘରକୁ ଡାକିବାକୁ ସଂଘ କହିଥିଲା: ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି

ଅହମଦାବାଦ: ସେପ୍ଚେମ୍ବର 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିରେ ସାମିଲ ହୋଇଥିଲେ ନିକଟରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି। ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲ ଅଟୋରେ…