Latest Odisha News

BREAKING NEWS

Browsing Category

Uncategorized

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ…

ଜନଔଷଧି କେନ୍ଦ୍ର ଖୋଲିବାକୁ ୧୫ ହଜାର ଲାଞ୍ଚ ମାମଲାରେ ମାର୍କେଟିଂ ଅଫିସରଙ୍କୁ କାବୁ କଲା ସିବିଆଇ

ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା।…

କୁଚ ବିହାର ଟ୍ରଫି: ଇନିଂସ ବିଜୟ ଲକ୍ଷ୍ୟରେ ଓଡିଶା

ଅହମ୍ମଦାବାଦ: ଏଠାରେ ଚାଲିଥିବା କୁଚ ବିହାର ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ଇନିଂସ ବିଜୟ ଲକ୍ଷ୍ୟରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩୬୨ ରନର ଅଗ୍ରଣୀ ହାସଲ କରି ନେଇଛି । ମଣିପୁରକୁ ପ୍ରଥମ ଇନିଂସରେ ୧୧୦ ରନରେ ଅଲଆଉଟ କରିବା ପରେ ଓଡିଶା ରବିବାର ଶେଷ ସୁଦ୍ଧା କୌଣସି…

ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ…

ବାଟବଣା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ବର୍ଷା ମୁଖର, ସନ୍ତସନ୍ତିଆ ଗାଁଟିଏ କାଳିଗଛିଆ। ଆସାମର ରାଜଧାନୀଠୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ଗାଁ ଲୋକମାନଙ୍କୁ ଦେଖିଲେ ଯେ କେହି କହିବ, ଏମାନଙ୍କ ପାଖରେ କୌଣସି କାମ ନାହିଁ। ପ୍ରକୃତରେ କାମ ନାହିଁ କହିଲେ ଠିକ୍ ହେବନି, କାମ କରିବା…

ସୁବର୍ଣ୍ଣପୁରରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗର ସାପଟିକୁ ଦେଖିଥିଲେ । ତେବେ ଅଜଗରକୁ ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ଉଦ୍ଧାର କରିବା ସହ ସ୍ଥାନୀୟ ବନ…

ଧାମନଗର: ୬ଷଷ୍ଠ ରାଉଣ୍ଡରେ ବିଜେପି ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୬ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୬ଷ୍ଠ ରାଉଣ୍ଡରେ ସୂରଜ ୪୩୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କୁ ୨୭,୧୬୦ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ…

ଧାମନଗର ଉପନିର୍ବାଚନ: ୪ରାଉଣ୍ଡରେ ଆଗୁଆ ରହି ପ୍ରତିକ୍ରିୟା ରଖିଲେ ସୂରଜ

ଧାମନଗର : ପ୍ରଥମ ୪ଟି ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତିଯେ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ । ଧାମନଗରବାସୀ ନିଜର ମତଦାନ କରିଛନ୍ତି । ବିଜେପି ଇତିହାସ ରଚିବାର ଆଶା ରଖିଛନ୍ତି । ଅସମୟରେ ଉପନିର୍ବାଚନ…

ଧାମନଗର ଉପନିର୍ବାଚନ: ବିଜେପି ଓ ବିଜେଡି ମଧ୍ୟରେ ଟକ୍କର

ଧାମନଗର: ଧାମନଗର ଉପନିର୍ପ୍ରବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି ୧ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୭୪୯, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୩୯୮୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ୧୬୨, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪୦୨, ସ୍ୱାଧୀନ ପ୍ରାର୍ଥୀ…

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ…