Latest Odisha News

BREAKING NEWS

Browsing Category

Uncategorized

ମାଓ ଙ୍କ ପରି ସି ଜିନପିଙ୍ଗ ଚାହୁଁଛନ୍ତି ଅତ୍ୟଧିକ କ୍ଷମତା , ବିସ୍ତାରବାଦୀ ନୀତିରେ ଚାଲିବ ଚୀନ

ବେଜିଂ :  ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ସାଧାରଣ ସମ୍ପାଦକ ତଥା ଆସନ୍ତା ପାଞ୍ଚ ବର୍ଷ ପାଇଁ ଦେଶର ମୁଖ୍ୟ ଭାବରେ ଚୀନ୍ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ପୁନ-ନିର୍ବାଚନ ହେବାକୁ ଯାଉଛନ୍ତି । ଦେଶର ଅର୍ଥନୀତି, ବୈଦେଶିକ ସମ୍ପର୍କ, ମାନବିକ ଅଧିକାର ଏବଂ ଜନସାଧାରଣଙ୍କ ଅସନ୍ତୋଷ…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ…

ଭାଷା ଭାଗବତ : ଭାଷା ହୁଏ ଟଳମଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପର୍ବପର୍ବାଣି ଜନ୍ମଦିନ ଋତୁ ଅଥବା ଶ୍ରାଦ୍ଧଦିନ କରିଲେ ଏକାଂତେ ପାଳନ କଲେ କି ହୁଏ କିଛି ନ୍ୟୂନ ? ଏପରି ପ୍ରସଂଗକୁ ଧରି ଲେଖିଲେ ଭାବନା କାହାରି ପାଏ କି ସାହିତ୍ୟର ମାନ ? ବିଚାର କରଂତୁ ସୁଜନ ପୂର୍ବବର୍ଣିତ…

ଡାକ୍ତର ପରିଚୟ ଦେଇ ରୋଗୀ ଟାଣୁଥିଲେ ଇଞ୍ଜିନିୟରିଂ ଛାତ୍ର

ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଦଲାଲ୍‌ ରାଜ୍‌ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର…

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହୋଇଛନ୍ତି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ…

ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଆରମ୍ଭ ହେଲା ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।…

କବିତା : ସ୍ମୃତି

ମହମ୍ମଦ ତଫିଜୁଲ୍ ହୋସେନ  ସ୍ମୃତିତ ଅନେକ ଅଛି ବୁଣିବା ପାଇଁ ସବୁଠି ନିର୍ଜନ ମରୁଭୂମି ଉର୍ବର ଭୂମି ଖୋଜି ଚାଲିଛି ସେ ଅଙ୍କୁରିତ ହେବ, ଶାଖା ପ୍ରସାରିତ କରିବ ଦ୍ରୁମରୁ ମହାଦ୍ରୁମ ହୋଇ ଛାଇ ଦେବ ଥକ୍କା ମଣିଷଙ୍କୁୁ, ପଥହରା ପଥିକଙ୍କୁ ଭଙ୍ଗା ହୃଦୟେ ଧରି ବୁଲୁଥିବା ପ୍ରେମିକଙ୍କୁ…

୬ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ, ହିତାଧିକାରୀଙ୍କ ପତ୍ନୀ ହୋଇପାରିବେ ପାଣି ପଞ୍ଚାୟତରେ ସାମିଲ

ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି…

ଆତଙ୍କବାଦୀ ଲିଙ୍କରେ ଚାକିରିରୁ ବହିଷ୍କାର ହେଲେ ୫ ସରକାରୀ କର୍ମଚାରୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ମାମଲାରେ  ୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମ୍ବିଧାନର ଧାରା ୩୧୧ (୨)…