Latest Odisha News

BREAKING NEWS

Browsing Category

Uncategorized

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ: ରବି ଡାହିଆଙ୍କୁ ସ୍ବର୍ଣ୍ଣ

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ରବି କୁମାର ଡାହିଆ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରେସଲର ରବି ଡାହିଆ ନାଇଜେରିଆର ଏବିକେଓ୍ବେନିମୋ ଓ୍ବେଲସନଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଭାରତ 10ଟି ସ୍ବର୍ଣ୍ଣ ପଦକ ଜିତିବା ସହ ମୋଟ 32 ପଦକ ପାଇ 5ମ ସ୍ଥାନରେ ରହିଛି । …

ଲଖନପୁର ଜେଇଙ୍କୁ ଧରିଲା ଭିଜିଲାନ୍ସ; ୨୫ ହଜାର ଲାଞ୍ଚ ଜବତ

ଭୁବନେଶ୍ୱର: ଝାରସୁଗୁଡ଼ାର ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜେଇ ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

କାନାଡାକୁ ହରାଇ ସେମିଫାଇନାଲରେ ପହଁଚିଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ କର ବା ମର ମ୍ୟାଚରେ ବିଜୟୀ ହୋଇଛି । ବିଜୟୀ ହେବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । 3-2ରେ କାନାଡାକୁ ହରାଇ ଭାରତୀୟ ଟିମ୍ ବିଜୟ ହୋଇଛି । ଭାରତ ପକ୍ଷରୁ ସଲୀମା ଗୋଟିଏ ଗୋଲ ଦେଇଥିବା ବେଳେ ନବନୀତ…

ଭିଜିଲାନ୍ସ ଜାଲରେ ବଇଁଚ ଆରଆଇ; ୧୦ ହଜାର ନେଇ ଗିରଫ

ବାଲେଶ୍ୱର: ଶିଶୁ ମୃତ୍ୟୁର ଦୁର୍ଘଟଣା ଜନିତ କ୍ଷତିପୂରଣ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ବଇଁଚ (ରାଜସ୍ୱ ଅଧୀକ୍ଷକ) ଆରଆଇ ଡଲି ସେଠୀ ଧରାପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଅପରାହ୍ନରେ ତାଙ୍କୁ ଗିରଫ କରିଛି । ଗତ ଏପ୍ରିଲ ୧୨ ତାରିଖରେ ଅଭିଯୋଗକାରୀଙ୍କ ଶିଶୁପୁତ୍ର(୩.୫ ବର୍ଷ୦…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି ।  ବିଜ୍ଞାନରେ ପାସହାର୍ ୯୪.୧୨%, ବାଣିଜ୍ୟରେ ପାସହାର ୮୯.୨୦% । ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ବାଣିଜ୍ୟ…

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଓଲିଉଡ଼ ଷ୍ଟାର କଳି। ଘଟଣା ନେଇ ପ୍ରତିକ୍ରିୟା ଦେଲେ ବାବୁସାନଙ୍କ ମାଆ ଅପରାଜିତା। କହିଲେ ବାବୁ ମୋ ସୁନା ପୁଅ, ତାକୁ ଫସାଇ ଦିଆଯାଇଛି। ସେ ବହୁତ ଷ୍ଟ୍ରଙ୍ଗ ହେଲେ ତାକୁ ବ୍ଲାକ ମେଲିଂ କରାଯାଉଥିଲା। ବାବୁ ଡିପ୍ରେସନରେ ରହୁଥିବା ବେଳେ ତାର କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି “ଗଜ ନିସ୍ତାରଣ “ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ “ବୈଶାଖ ବୈଷ୍ଣବୀ…

ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

 ଭୁବନେଶ୍ୱର: ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ । ଆଜି ବିଧାନସଭାରେ ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ ଉଠିଛି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।  ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ…