Latest Odisha News
Browsing Category

ଭାଇରାଲ୍ ପୋଷ୍ଟମର୍ଟମ

Viral Post Mortem

ଭାଇରାଲ୍ ପୋଷ୍ଟମୋର୍ଟମ୍ : ଖବର କାଗଜରେ ନିଜାମୁଦ୍ଦିନ୍ ମର୍କଜର ଡାହା ମିଛ !

ଭୁବନେଶ୍ୱର: ଅନେକ ସମୟରେ ଭାରତ ସରକାରଙ୍କୁ ସହାୟତା ମିଳୁଥିବା ନେଇ ଆମେ ସୋସିଆଲ ମିଡିଆରେ ଜାଣିଥାଉ । ହେଲେ ମାତ୍ର ୪ଦିନ ପୂର୍ବରୁ ଏକ ଖବରକାଗଜର ସାମ୍ନା ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ନ୍ୟୁଜ୍ ପେପରରେ ଥିବା ଫଟୋ ଓ ଖବର ଅନୁଯାୟୀ ପିଏମ୍ ରିଲିଫ ପାଣ୍ଠିକୁ ମୌଲାନା ସାଦ୍…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନା ଜିହାଦ, ସତ ନା କୁହେଳିକା !

ଭୁବନେଶ୍ୱର: ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୬ରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗାଡିରେ ଲଦା ହୋଇଥିବା ବ୍ରେଡ୍ ବା ପାଉଁରୁଟି ସହ କିଛି ଅସାମାନ୍ୟ ଗତିବିଧୀରେ ସାମିଲ ହୋଇଥିଲା । PLEASE NOTE? फिलहाल के वातावरण को देखते हुए, पाव,…

ଦୀପ ଜାଳିବା ବଦଳରେ ଗୁଳି ଫୁଟାଇଲେ ବିଜେପି ନେତ୍ରୀ, ଭିଡିଓ ଭାଇରାଲ

ୟୁପି: ଦୀପ ଜାଳିବା ବଦଳରେ ଫୁଟିଲା ଗୁଳି । ହାତରେ ବନ୍ଧୁକ ଧରି ଦୀପ ନ ଜାଳି ଗୁଳି ଫୁଟାଇଲେ ବିଜେପି ନେତ୍ରୀ । ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଳାର ଜଣେ ବିଜେପି ନେତ୍ରୀ କିଛି ଏଭଳି କରି ଏବେ ଅଡୁଆରେ ପଡିଛନ୍ତି । ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ଦୀପ, ଲାଇଟ କିମ୍ବା ଟର୍ଚ୍ଚ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନାଭାଇରସ୍ ସହ କ’ଣ ଥିଲା ସଦ୍ଦାମ୍ ହୁସୈନ୍‌ଙ୍କ ସଂପର୍କ ?

ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନାଭାଇରସ୍ । ଏପରି ସମୟରେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ୍ ହୁସୈନ୍‌ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଏକାଧିକ ଟୁଇଟ୍ ଓ ଫେସ୍‌ବୁକ୍ ପୋଷ୍ଟ ଦାବି କରିଛି ୧୯୯୦ରେ ଏକ କ୍ୟାବିନେଟ୍ ମିଟିଂରେ କୁଆଡେ ସଦ୍ଦାମ୍ ହୁସୈନ୍…

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନା, କୁରାନ୍ ଓ ଟ୍ରମ୍ପ, କାହା ସହିତ କାହାର ରହିଛି ସଂପର୍କ ?

ଭୁବନେଶ୍ୱର: କରୋନା ଭଳି ମହାମାରୀ ଅନେକ ଦେଶଙ୍କୁ ଲକ୍‌-ଡାଉନ୍ କରିବାକୁ ବାଧ୍ୟ କରିଛି । ଏମିତି ପରିସ୍ଥିତିରେ ଆମେରିକୀୟ ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ସୋସିଆଲ୍ ମିଡିଆ ୟୁଜର୍‌ଙ୍କ ଦାବି ଅନୁସାରେ କୋଭିଡ୍‌-୧୯କୁ କାବୁ କରିବା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି । ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ…

ମେ ମାସ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷରେ ପହଞ୍ଚିବ !

ନୂଆଦିଲ୍ଲୀ: ସାରାବିଶ୍ୱ ସମେତ ଭାରତରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଆନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ ଯଦି ସମାନ ଗତି ବଜାୟ ରହେ ତେବେ ମେ ମାସ ମଧ୍ୟଭାଗ ସୁଦ୍ଧା ଭାରତରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷରୁ ୧୩ଲକ୍ଷରେ ପହଞ୍ଚିପାରେ। ଭାରତରେ ବିଦ୍ୟମାନ…

ଭାଇରାଲ ପୋଷ୍ଟମର୍ଟମ୍‌: ମୃତ ଚାଇନା ଡାକ୍ତର ୱେନଲାଙ୍ଗଙ୍କ ସଂଜୀବନୀ ଚା !

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍ ପାଇଁ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ଓ ତା ପଛର କାହାଣୀ ଚିକିତ୍ସା ବିଜ୍ଞାନୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ଏହି ରହସ୍ୟମୟ ଫଟୋଟି ଚାଇନାର ମୃତ ଡାକ୍ତର ଲି…

ଜାଣନ୍ତୁ, ଘାତକ କରୋନାକୁ ନେଇ କ’ଣ କହୁଛନ୍ତି ଭାରତର ବିଶିଷ୍ଟ ଜ୍ୟୋତିର୍ବିଦ୍ !

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଏହି ଘାତକ ଭୂତାଣୁ ସଂକ୍ରମଣରେ ହଜାର ହଜାର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । କରୋନା ମହାମାରୀର ପ୍ରାଦୁର୍ଭାବ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଇଟାଲୀ, ସ୍ପେନ,…