Latest Odisha News

BREAKING NEWS

ବିଜେପୁରରେ ବିଜେଡିର ବାଜିମାତ୍, ରେକର୍ଡ କଲେ ରୀତା ସାହୁ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନରେ ପୁଣି ବାଜିମାତ୍ କରିଛି ବିଜେଡ଼ି । ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି । ମିଳିଥିବା ସୂଚନାଅନୁଯାୟୀ ଗଣତିର ଶେଷ ରାଉଣ୍ଡ ସୁଦ୍ଧା…

ସୋସିଆଲ ମିଡିଆରେ ରଣବୀର ଓ ଆଲିଆଙ୍କ ବାହାଘର କାର୍ଡ !

ମୁମ୍ବାଇ: ନିଜ ପ୍ରେମ ପାଇଁ ବର୍ଷସାରା ଚର୍ଚ୍ଚାରେ ରହି ଆସିଛନ୍ତି ରଣବୀର ଓ ଆଲିଆ । ବିଭିନ୍ନ କାରଣ ପାଇଁ ବି-ଟାଉନର ଚର୍ଚ୍ଚିତ ଯୋଡି ସାଜିଥିବା ରଣବୀର ଓ ଆଲିଆ ଆଗାମୀ ୨୦୨୦ ଜାନୁଆରୀ ୨୨ରେ ବିବାହ କରିବାକୁ ଯାଉଛନ୍ତି । ଏକଥା ଆମେ କହୁନୁ ଆଜ୍ଞା, ରଣବୀର ଓ ଆଲିଆଙ୍କ ଭାଇରାଲ ବିବାହ…

ବିଜେପୁର ଉପନିର୍ବାଚନ ଭୋଟଗଣତି: ୧୮ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବାବେଳେ ୧୮ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୭ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୧,୧୪,୯୦୧…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ । ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ…

ଖାଦ୍ୟରେ ବିଷ ଦେଇ ନୱାଜଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସାରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତି କରୁଛି । ନଓ୍ବାଜ୍‌ଙ୍କୁ ଜେଲରେ ଦିଆଯାଇଥିବା ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଥିବା ପାକିସ୍ତାନ…

୨୦୨୦ ଛୁଟି ତାଲିକା: କାହିଁକି ଖୁସି ନୁହଁନ୍ତି ସରକାରୀ କର୍ମଚାରୀ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୦ ମସିହା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛନ୍ତି । ଏହି କର୍ମଚାରୀମାନେ ଏହି ଛୁଟି ତାଲିକା ଦେଖି ସେପରି ଆନନ୍ଦ ଅନୁଭବ କରିପାରୁନାହାନ୍ତି । ସେମାନଙ୍କ ଲାଗି କ୍ଷୋଭର ବିଷୟ ହେଲା ଯେ, ଏହି ଛୁଟି ତାଲିକାରେ ରହିଛି ୮ଟି…

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ…

ଖୋଲିଲା ହିରାକୁଦର ୮ଟି ଗେଟ୍

ସମ୍ବଲପୁର: ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ଦିନ ଜଳଭଣ୍ଡାରର ଅଧିକ ୩ଟି ଗେଟ୍ ଖୋଲିଛନ୍ତି । ଏହା ଫଳରେ ହିରାକୁଦ ଡ୍ୟାମର ସମୁଦାୟ ୮ଟି ଗେଟ ଦ୍ୱାରା ଜଳ ନିଷ୍କାସିତ ହେଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ରାଜ୍ୟରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ତଥା ଛତିଶଗଡ଼ ଆଡ଼କୁ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…

ଚାଇନା ବାଣ ଉପରେ ଲାଗିଲା କଟକଣା; ବିକ୍ରେତା ଧରାପଡ଼ିଲେ ଦେବାକୁ ପଡ଼ିବ ଜୋରିମାନା

ଭୁବନେଶ୍ୱର: ଦୀପାବଳି ଉତ୍ସବର ଅବ୍ୟବହିତ ପୂର୍ବରୁ ଚାଇନା ବାଣ ଉପରେ ଲାଗିଛି କଟକଣା । ଚୋରା ଚାଲାଣ ହୋଇ ବିକ୍ରିହେଉଥିବା ଏହି ବାଣ ଧରାପଡ଼ିଲେ ବିକ୍ରେତାଙ୍କୁ କଡ଼ା ଜୋରିମ।।ନା ଦେବାକୁ ପଡ଼ିବ । ଏପରିକି ଏହି ବାଣ ବ୍ୟବହାର କରୁଥିବା ନେଇ ଜଣା ପଡ଼ିଲେ ବାଣ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ…