ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ
ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ ।…