ଭିମ୍ସାର୍ରେ ପୁଣି ଜୁନିଅର ଛାତ୍ରଙ୍କୁ ରାଗିଂ; ଅଶ୍ରାବ୍ୟ ଭାଷାରେ ଗାଳି ସହ ଦେଲେ ମାନସିକ ନିର୍ଯାତନା
ବୁର୍ଲା: ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍ସାର୍ରେ(ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର…