Latest Odisha News

BREAKING NEWS

ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍: ଦେଖନ୍ତୁ ଭିଡିଓ

ପୁରୁଷ ହକି ବିଶ୍ୱକପ 2023  ପାଇଁ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପ୍ରସ୍ତୁତ

ରାଉରକେଲା: ପୁରୁଷ ହକି ବିଶ୍ୱକପ 2023  ପାଇଁ ସଜେଇ ହେଉଛି ରାଉରକେଲା । ଏଥିପାଇଁ ସମସ୍ତେ  ଉତ୍ସାହିତ ବି ଅଛନ୍ତି । ବିଶ୍ବସ୍ତରୀୟ ଷ୍ଟାଡିୟମ ସହ ଅନ୍ୟାନ୍ୟ ସୁବିଧା ଏଠାରେ ଉପଲବ୍ଧ ହୋଇଛି । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏବେ ଖେଳାଳିଙ୍କ ଅପେକ୍ଷାରେ ଅଛି ।   ସମ୍ମାନଜନକ ବିଶ୍ୱକପ୍ ମ୍ୟାଚ ଏଠାରେ ଖେଳାଯିବ ।

 

Leave A Reply

Your email address will not be published.