Latest Odisha News

ଭଦ୍ରକରେ ବିଜେଡିର ବାଜିମାତ୍ ,୨୮ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭଦ୍ରକ : ସରିଲା ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ରାଜ୍ୟରେ ବିଜେଡି ରେକର୍ଡ ଭାଙ୍ଗିଛି । ଭଦ୍ରକରେ ଜିଲ୍ଲାର ସମସ୍ତ ୨୮ ଟି ଜିଲ୍ଲା ପରିଷଦ ଆସନ ପୋଛିନେଇଛି ବିଜେଡି । ଶଙ୍କନାଦରେ ଫିକା ପଡିଲା ପଦ୍ମ । ଭଦ୍ରକରେ ଗଡ ରକ୍ଷା କରିପାରିଲାନି ବିଜେପି ।

୧. ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ସ୍ମରଣୀକା ସମଦର୍ଶନୀ ବଳ ୫୪୭୦ ଭୋଟରେ ବିଜୟ

୨. ଚାନ୍ଦବାଲି ବ୍ଲକର ୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା ୬୭୦୬ ଭୋଟରେ ବିଜୟ

୩. ତିହିଡି଼ ବ୍ଲକର ୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀ ସୁମତି ସେଠୀ ୩୭୫୨ ଭୋଟରେ ବିଜୟ

୪. ତିହିଡି଼ ବ୍ଲକର ୯ ନମ୍ବର ଜୋନରେ  ବିଜେଡ଼ି ପ୍ରାର୍ଥୀ ଅମୂଲ୍ୟ କୁମାର ମାଝୀ ୨୭୩୪ ଭୋଟରେ ବିଜୟ

୫ . ଧାମନଗର ବ୍ଲକର ୧୨ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଶାରଦା ପ୍ରସନ୍ନ ସାହୁ ୪୫୫୧ ଭୋଟରେ ବିଜୟ
୬ . ଧାମନଗର ବ୍ଲକର ୧୩ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମଲ୍ଲିକ ୫୧୯୬ ଭୋଟରେ ବିଜୟ

୭. ବନ୍ତ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୁନି ମୁଣ୍ଡା ୭୬୨୦ ଭୋଟରେ ବିଜୟ

୮. ବାସୁଦେବପୁର ବ୍ଲକର ୨୦ ନମ୍ବର ଜୋନରେ  ବିଜେଡ଼ି ପ୍ରାର୍ଥୀ ମାନସ କୁମାର ସେଠୀ ୫୦୭୨ ଭୋଟରେ ବିଜୟ

୯. ବାସୁଦେବପୁର ବ୍ଲକର ୨୧ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଦିବ୍ୟଲଷ୍ମୀ ବାରିକ ଘଡାଇ ୩୧୬୨ ଭୋଟରେ ବିଜୟ

୧୦. ଭଣ୍ଡାରିପୋଖରୀ ବ୍ଲକର ୨୪ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଉତ୍କଳ କେଶରୀ ମହାନ୍ତି ୭୪୯୭ ଭୋଟରେ ବିଜୟ

୧୧. ଭଦ୍ରକ ବ୍ଲକର ୨୭ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ମଳୟ କୁମାର ଜେନା ୯୨୬୨ ଭୋଟରେ ବିଜୟ।

୧୨ . ଭଦ୍ରକ ବ୍ଲକର ୨୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀନୀ ପୂର୍ଣ୍ଣଶଶୀ ପାଣିଗ୍ରାହୀ ୫୩୫୨ ଭୋଟରେ ବିଜୟୀ ହୋଇଛନ୍ତି ।

Comments are closed, but trackbacks and pingbacks are open.