Latest Odisha News

BREAKING NEWS

ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟି-୨୦ ଫାଇନାଲରେ

କ୍ୱାଲାଲାମ୍ପୁର : ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ମହିଳା ଏସିଆ କପ ଟି-୨୦ ଫାଇନାଲରେ ପହଞ୍ଚିଛି । ଆଜି ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଖେଳାଳୀ ସ୍ମୃତିମାନ୍ଧନା ଓ ଏକତା ବିଷ୍ଟ ଚମକ୍ରାର ଖେଳ ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି । ଟସ…

ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଲାଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀକ ଏସୀୟ ଆଥଲେଟିକ ମିଟ ସଫଳତାର ସହିତ ଆୟୋଜନ କରିବା ସହିତ ଆଗକୁ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ଆୟୋଜନର ଗୁରୁ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । କିନ୍ତୁ ଏବେ…

ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜାମିନ ଲାଗି ଅଭିଯୁକ୍ତ ପୁଞ୍ଜିଲାଲଙ୍କ ହାଇକୋର୍ଟରେ ଆବେଦନ

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ କରିଛନ୍ତି । ଗତ ଜୁନ ୧ ତାରିଖରେ ପୁଞ୍ଜିଲାଲଙ୍କ ଓକିଲ ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବଲାଙ୍ଗୀର କୋର୍ଟରେ ଜାମିନ ଆବେଦନ କରିଥିଲେ, କିନ୍ତୁ…

ଛାତ୍ରୀ ରହିଲେ ସବୁଠି ଆଗରେ: +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଫଳାଫଳ ଘୋଷିତ

ଭୁବନେଶ୍ୱର: ଘୋଷିତ ହେଲା ବହୁ ପ୍ରତିକ୍ଷୀତ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳାଫଳ । ତେବେ ପୁଅ ମାନଙ୍କୁ ପଛରେ ପକାଇ ଝିଅମାନେ ଏହି ପରୀକ୍ଷାରେ ବେଶ୍ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ ଏହି…

ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ଫଳାଫଳ

ଭୁବନେଶ୍ୱର : ଆଜି ବହୁ ପ୍ରତିକ୍ଷୀତ +୨ କଳା, ବାଣିଜ୍ୟ ସହିତ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ପ୍ରକାଶ ପାଉଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉନ୍ମୋଚନ…

ଯୁବ ଲେଖକଙ୍କୁଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ପାଇଁ ପ୍ରେରଣା ଯୋଗାଉ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’…

ଭୁବନେଶ୍ୱର : କଳିଙ୍ଗ ସାହିତ୍ୟ ମହୋତ୍ସବର ପଂଚମ ସଂସ୍କରଣ ଭାରତର ସାହିତ୍ୟ, ରାଜନୀତି, ଲୋକସେବା ଓ ଗଣମାଧ୍ୟମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ…

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ…

ବିରାଟ କୋହଲୀ ପାଇବେ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଏବର୍ଷ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି । ଗତ ୨ଟି ସିଜିନର ପୁରସ୍କାର ହାସଲ କରିବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗତ କିଛି ଦିନ ଧରି ଉଭୟ ବ୍ୟାଟିଂ ଓ…

କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାଙ୍କ ଏକ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାର କଠୋର ଜବାବ ଦିଆଯାଇଛି । ଏବେ କାଶ୍ମୀର ଘାଟିରେ ଅସ୍ତ୍ରବିରତି…