ଡ଼େଙ୍ଗୁରେ ଆକ୍ରାନ୍ତ ମହିଳାଙ୍କ ଭୁବନେଶ୍ୱରରେ ମୃତ୍ୟୁ: ରାଜ୍ୟରେ ବ୍ୟାପୁଛି ଡ଼େଙ୍ଗୁ
ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏହା ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି ।
ମୃତ ମହିଳାଙ୍କ ସ୍ୱାମୀଙ୍କ ଗରମାଧ୍ୟମକୁ କହିବାନୁଯାୟୀ ତାଙ୍କର ମୃତ୍ୟୁ ଡ଼େଙ୍ଗୁ ଆକ୍ରାନ୍ତ ଯୋଗୁଁ ଘଟିଛି । ତେବେ ୨ଦିନ…