ବିଶ୍ୱ ପରିବେଶ ଦିବସରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ
ପୁରୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ଲାଗି ବାଲୁକା ଶିଳ୍ପୀମାନେ ତାଙ୍କ କଳାକୃତିରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଜଣାଶୁଣା ସାମାଜିକ ସଂଗଠନ ‘ୟୁଏସଆଇ ଫାଉଣ୍ଡେସନ’ର ସହଯୋଗରେ ବାଲୁକା ଶିଳ୍ପୀ ମାନସ ସାହୁ ପରିବେଶକୁ ନେଇ ପ୍ରସ୍ତୁତ କରିଛନ୍ତି…