ଅନଲାଇନ କ୍ଲାସ, ମୋବାଇଲ, ଆତ୍ମହତ୍ୟା ?
ଜଲପାଇଗୁରି: ଲକଡାଉନ ପାଇଁ ସ୍କୁଲ କଲେଜ ସବୁ ବନ୍ଦ । ଏଥିପାଇଁ ଛାତ୍ରଛାତ୍ରୀଙ୍କର ଚାଲିଛି ଅନଲାଇନ କ୍ଲାସ । ତେବେ ଏହି ଅନଲାଇନ କ୍ଲାସ ପାଇଁ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ଜଣେ କଲେଜ ଛାତ୍ରୀ।
ପଶ୍ଚିମବଙ୍ଗ ରାଜ୍ୟର ଜଲପାଇଗୁରି ଅଞ୍ଚଳରେ ଘଟିଛି ଏକ ଦୁଖଃଦ ଘଟଣା ।ଅନଲାଇନ୍ କ୍ଲାସ…