ବଡ ଷଡଯନ୍ତ୍ର ଲକ୍ଷ୍ୟରେ ଚୀନ, ସୀମାରେ ଠୁଳ କଲାଣି ସୈନ୍ୟ ଓ ବମ୍ବର୍ସ
ନୂଆଦିଲ୍ଲୀ: ଚୀନ ସେନା ପିଏଲଏ କିଛି ବଡ ଧରଣର ଷଡଯନ୍ତ୍ର ରଚିବା ଆରମ୍ଭ କରୁଛି । ରିପୋର୍ଟ ମୁତାବକ ଚୀନ ଭାରତ ସୀମା ନିକଟରେ ଦେଶର ବିଭିନ୍ନ ସ୍ଥାନରୁ ସୈନ୍ୟ ଆଣି ଠୁଳ କରିବାରେ ଲାଗିଛି । ଏଥିରେ ବଡ ବଡ ଗାଡି, ବମ୍ବର୍ସ, ସ୍ପେଶାଲ ଫୋର୍ସର ସୈନ୍ୟ ଏବଂ ଅନ୍ୟ ଯୁଦ୍ଧ ସାମଗ୍ରୀ । ପଠାରୀ…