ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍
ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ…