Latest Odisha News

BREAKING NEWS

ସନ୍ଦୀପ ସିଂଙ୍କ ସହ କ’ଣ ରହିଛି କଙ୍ଗନା ଓ ରଙ୍ଗୋଲିଙ୍କ ସଂପର୍କ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରହସ୍ୟମୟ ବ୍ୟକ୍ତି ସନ୍ଦୀପ ସିଂ । ପ୍ରଥମେ ସୁଶାନ୍ତଙ୍କୁ ନିଜର ବନ୍ଧୁ ବୋଲି କହିଥିଲେ । ହେଲେ ରିୟା ଓ ସୁଶାନ୍ତଙ୍କ ପରିବାର ଲୋକେ ସନ୍ଦୀପଙ୍କୁ ଜାଣିନଥିବା କହିବା ପରେ ଘଟଣା ଭିନ୍ନ ମୋଡ ନେଇଥିଲା । ଏପରିକି ଦେବେନ୍ଦ୍ର ଫଡନାଭିସ ଓ…

ଗଞ୍ଜାମରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗାଁରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର ବାରଣ୍ଡାରେ ପଡିଥିଲା। ଏନେଇ ସ୍ଥାନୀୟବାସୀ ଖଲ୍ଲିକୋଟ…

ଲକଡାଉନ୍ ହଟିଲା କିନ୍ତୁ ପୋଲିସ କାଟିଲା ଫାଇନ୍‌

ଭୁବନେଶ୍ୱର: ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ । କେନ୍ଦ୍ର ସରକାର ଆଜିଠାରୁ ରାଜ୍ୟମାନଙ୍କରେ ଲକଡାଉପ୍ ଓ ସଟ୍‌ଡାଉନ୍ ରହିବନି ବୋଲି ଘୋଷଣା କରିଛନ୍ତି । କିନ୍ତୁ ପୋଲିସ ଏହାକୁ ମାନିବାକୁ ନାରାଜ । ଆଜି ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ଅଚାନକ ଚଢ଼ାଉ କରିଛି ।…

ମୋଦୀଙ୍କ ନୂଆ ମନ୍ତ୍ର: ଲୋକାଲ ଖେଳନା ପାଇଁ ଭୋକାଲ ହେବା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଉପୁଜିଥିବା ଏହି ସ୍ଥିତିରେ ସମସ୍ତେ ନିଜ ଦାୟିତ୍ୱ ବାବଦରେ ସଚେତନ ହୋଇଛନ୍ତି । ସବୁ ପ୍ରକାର ଉତ୍ସବରେ ନାଗରିକମାନେ ସଂଯମତା ରକ୍ଷା କରୁଛନ୍ତି । ଯାହା ଅଦ୍ଭୁତପୂର୍ବ ବୋଲି ମନ୍ କୀ ବାତ୍ କାର‌୍ୟ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

ଫୁସ୍‌ଫୁସ୍‌ରେ ଲଗାତାର ଜମୁଛି ପାଣି, ତଥାପି ବିଦେଶ ଯିବେନି ସଂଜୟ ଦତ୍ତ !

ମୁମ୍ବାଇ: କିଛିଦିନ ପୂର୍ବରୁ ସଂଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷଣରେ ଜଣାପଡିଥିଲା ସେ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ସେବେଠୁ ଶୁଣିବାକୁ ମିଳିଥିଲା ଚିକିତ୍ସା ପାଇଁ ସେ ବିଦେଶ ଯିବେ । ହେଲେ ଶେଷରେ ମୁମ୍ବାଇରେ ରହି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭଉଣୀ ମିତୁ ସିଂଙ୍କୁ ସମନ, ସିବିଆଇ କରିବ ପଚରାଉଚରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ…

ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସେ…

ଅନ୍‌ଲକ-୪ ଅର୍ଥନୀତିରେ ସୁଧାର ଆଣିବ: ବିଜେପି

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲାକ୍‌-୪ । ଏହି ଅନ୍‌ଲକ୍‌-୪ରେ ସମସ୍ତ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଛି । ଏହାଦ୍ୱାରା ଅର୍ଥନୀତିରେ ସୁଧାର ଆସିବ । ଏଥିସହ ଶାସନ ବ୍ୟବସ୍ଥାରେ ମଧ୍ୟ ଅସୁବିଧା ହେବନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ଜେଇଇ ପରୀକ୍ଷା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବସ୍ ସେବା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଗଞ୍ଜାମ ପ୍ରଶାସନ ମଧ୍ୟ ଆଇଟିଆଇ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟ‌ନ୍ତ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିଛନ୍ତି। ସୋମବାର ମଧ୍ୟାହ୍ନ ୧୨ଟା ୩୦ମି.…

ପାଲା ଜଗତର ଅନିର୍ବାଣ ଦୀପଶିଖା : ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ

ଚିରାଚରିତ ପାଲାରେ କଳାତ୍ମକ ପ୍ରକାଶଭଙ୍ଗୀର ପ୍ରଚଳନ କରି ସେ ପାଲାରେ ସୃଷ୍ଟି କରିଥିଲେ ନବଦିଗନ୍ତ । ତାଙ୍କର ସୌମ୍ୟକାନ୍ତି ଓ ସୁମଧୁର ସ୍ଵରର ଝଙ୍କାର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ କରୁଥିଲା ସମ୍ମୋହିତ । ଏହି ଯୋଗଜନ୍ମା ଗାୟକ ହେଉଛନ୍ତି ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ । ଉତ୍କଳ ଭାରତୀ…