Latest Odisha News

BREAKING NEWS

ଖୋଲିଲା ଏମକେସିଜି ଓପିଡ଼ି

ଭୁବନେଶ୍ୱର: ଆଜି ଠାରୁ ଖୋଲିଲା ବ୍ରହ୍ମପୁର ଏମକେସିଜି ଓପିଡ଼ି । ପୂର୍ବରୁ ୧୫ ତାରିଖରେ ଓପିଡ଼ି ଖୋଲିବ ବୋଲି କୁହାଯାଇଥିଲେ ବି ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ଓପିଡ଼ିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁ…

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ଡୁଙ୍ଗୁରିପାଲି ବ୍ଲକରୁ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ବ୍ଲକ ବଡ଼କାର୍ଲେ ଗାଁ ରେ ଏକ ବିଲୁପ୍ତ ପ୍ରାୟ ବଜ୍ରକାପ୍ତା ଉଦ୍ଧାର । ଗତକାଲି ରାତିରେ ଗାଁ ଲୋକେ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଗାଁ ମଝିରେ ଏହି ବଜ୍ରକାପ୍ତା କୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା । ଏହା ନିକଟସ୍ଥ ଚୁଡାଖାଇ…

ଜାମିନ ନାମଞ୍ଜୁର ପରେ ଜେଲ ଗଲେ କୋଟିପତି ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଜିବ ଅଜୟ ଦାସଙ୍କ ଜାମିନ ନାମଂଜୁର ହୋଇଛି । ଏହାପରେ ତାଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି । ବୁଧବାର ତାଙ୍କ ଭୁବନେଶ୍ୱର ଅଫିସ୍‌, ପଟିଆରେ ଥିବା ଫ୍ଲାଟ୍‌,…

ଖୋଲିବ ଆର୍‌ଟିଓ ଅଫିସ୍‌

ଭୁବନେଶ୍ୱର: ଦୀର୍ଘ ଦିନର ବନ୍ଦ ପରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପୁଣି ଖୋଲିବ ଆର୍‌ଟିଓ । କରୋନା କଟକଣା ଭିତରେ ଆର୍‌ଟିଓ ଅଫିସ୍ ଖୋଲିବ । ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାଜିକ ଦୂରତା, ସବୁ କର୍ମଚାରୀ ଏବଂ ଲୋକେ ମାସ୍କ ପିନ୍ଧବା ସହ ପ୍ରତିଦିନ…

ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ୧୫୦ ପାର କଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪, ପୁରୀରୁ ୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି ସୁନ୍ଦରଗଡ଼, ସମ୍ୱଲପୁର, କଟକ ଜିଲ୍ଲାରୁ ଆଉ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।…

ଅଫିସିଆଲ ଭାବେ କୋଙ୍କଣା-ରଣବୀରଙ୍କ ବିବାହ ବିଚ୍ଛେଦ ଘଟିଲା

ମୁମ୍ବାଇ: ଦୀର୍ଘ ଦିନ ଆଇନଗତ ଲଢ଼େଇ ପରେ ଶୁକ୍ରବାର ଅଫିସିଆଲ ଭାବେ କୋଙ୍କଣା ସେନ୍ ଓ ରଣବୀର ଶୋରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ୨୦୧୦ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ଆଜି ଆଇନଗତ ଭାବେ ପରସ୍ପରକୁ ଶାନ୍ତିପୂର୍ଣ୍ଣ ଭାବେ ଛାଡ଼ପତ୍ର ଦେଇଛନ୍ତି । କୋର୍ଟ ଗୃହରେ…

ସୁଶାନ୍ତ ସିଂ ରାଜପୁତ କେସ୍ : ଜଷ୍ଟିସ ଫର ଏସଏସଆରରେ ସାମିଲ ହେଲେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ୨ ମାସ ପୂର୍ଣ୍ଣ ହୋଇଛି । ଶୁକ୍ରବାର ଜଷ୍ଟିସ ଫର ଏସଏସଆର କ୍ୟାମ୍ପେନରେ ସାମିଲ ହୋଇଛନ୍ତି ପରିଣୀତି ଚୋପ୍ରା । ସେ ଏଥିନେଇ ସୋସିଆଲ ସାଇଟରେ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ସିବିଆଇ ତଦନ୍ତ ସପକ୍ଷରେ ଯୁକ୍ତି…

ଭାଙ୍ଗିଲା ରେକର୍ଡ, ୩୦ ଜିଲ୍ଲାରୁ ଗୋଟିଏ ଦିନରେ ୧୯୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ୨୪ ଘଂଟାରେ ୩୦ ଜିଲ୍ଲାରୁ ୧୯୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କ୍ୱାରେଂଟାଇନ୍ ସେଂଟରରୁ ୧୨୪୧ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୭୩୬ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି । 6.…

ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଚୁକ୍ତି

ତେଲ ଅବିବ: ଇସ୍ରାଏଲ ଶୁକ୍ରବାର ୟୁଏଇ ସହ ଐତିହାସିକ ଚୁକ୍ତି କରିଛି । ୭୨ ବର୍ଷ ପରେ ଇସ୍ରାଏଲ କୌଣସି ଏକ ଆରବ ଦେଶ ସହ ଏ ଭଳି ଚୁକ୍ତି କରିଛି । ପୂର୍ବରୁ ଜୋର୍ଡାଦ ଓ ମିଶର ସହିତ ଚୁକ୍ତ୍‌ି କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନେହୁ…