Latest Odisha News

BREAKING NEWS

ଛାତ ଉପରେ ବଗିଚା (୨)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଉପଯୁକ୍ତ ଫସଲ ଚୟନ- ଯଦିଓ ରୁଫଟପ୍ ଗାର୍ଡ଼େନିଙ୍ଗ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥାଏ ପରନ୍ତୁ ଫସଲ ଚୟନ ଏକ ପ୍ରମୁଖ ତଥା ଦରକାରୀ ସୋପାନ । ତେବେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଆମର ଉତ୍ପାଦନର ହାର ବୃଦ୍ଧି…

କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ ବେଳେ ରହିବ ଏସବୁ କଟକଣା

କଟକ: ଚଳିତବର୍ଷ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ପତାକା ଉତ୍ତୋଳନ ପାଇଁ କିଛି କଟଣା ଜାରି ହୋଇଛି । ପତାକା ଉତ୍ତୋଳନ ବେଳେ ସାଧାରଣ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାରେ ବାରଣ କରାଯାଇଛି ।…

ଓଡିଆ ଭାଷାରେ ରିଲିଜ ହେବ ‘ଥ୍ରୀଲର’

ଭୁବନେଶ୍ୱର: ଆସନ୍ତାକାଲି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାମ ଗୋପାଳ ବର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀଲର’ । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଓଡିଆ ପୁଅ ରକ୍ କଚ୍ଚି । ଫିଲ୍ମଟି ଏକ ସମୟରେ ୯ଟି ଭାଷାରେ ରିଲିଜ ହେବ । ଏ ମଧ୍ୟରେ ରହିଛି ଓଡିଆ ଭାଷା ।…

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍…

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ…

[ଭାଇରାଲ୍ ଭିଡିଓ] ଫଇସଲା କରିବାକୁ ଯାଇ ଫସିଲେ ଓକିଲ !

ରାଜସ୍ଥାନ: ସୋସିଆଲ୍ ମିଡିଆରେ ଭାଇରାଲ୍ ଜଣେ ବରିଷ୍ଠ ଓକିଲଙ୍କ ଭିଡିଓ । ଚାଲିଥିଲା ଭର୍ଚୁଆଲ୍ ଶୁଣାଣୀ । ହେଲେ ଶୁଣାଣୀ ମଝିରେ ବରିଷ୍ଠ ଓକିଲଙ୍କ କାରନାମା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି । ପୁରୁଣା ନୁହେଁ, ଆଜିର ତାଜା ଖବର ! ୬ ଜଣ ବିଏସ୍‌ପି ବିଧାୟକ…

ଚଳିତ ଥର ତାଳଚେରରେ ହେବନି ଗଣେଶ ପୂଜା

ତାଳଚେର: ଚଳିତ ବର୍ଷ କୋଭିତ ମହାମାରୀର ଭୟାବହତକୁ ଦୃଷ୍ଟିରେ ରଖି ତାଳଚେରରେ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ। କୌଣସି ସର୍ବସାଧାରଣ ସ୍ଥାନ , ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଆଜି(ଗୁରୁବାର) ଅନୁଷ୍ଠିତ ପ୍ରଶାସନିକ ବୈଠକରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ତାଜା ସର୍ଭେରେ ଟ୍ରମ୍ପ ପଛରେ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହେବ । ଏ ନେଇ କରାଯାଇଥିବା ସର୍ଭେରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବା ଜଣା ପଡିଛି । ରିପୋର୍ଟ ମୁତାବକ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥର ଜୋ ବାଇଡେନ ଏହି ଦୌଡରେ ବର୍ତମାନ ସୁଦ୍ଧା ଆଗରେ ରହିଛନ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ…

ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍

ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ବିଚାରାଧୀନ କଏଦୀ ଓ ଜଣେ ସଜାପ୍ରାପ୍ତ କଏଦୀ ଥିବା ଜଣାପଡିଛି । ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରୁ ଏହି ୨୧ ଜଣ ସଂକ୍ରମିତ ହୋଇଥିବା…

କ୍ୟାନସର ପୀଡିତ ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ସରକାର

ଭୁବନେଶ୍ୱର: କ୍ୟାନସର ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି…