ସୁସ୍ଥ ହେଲେ ଆଉ ୧୬୭୩ କରୋନା ଆକ୍ରାନ୍ତ, ୩୬ ହଜାର ଡେଇଁଲା ମୋଟ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂଖ୍ୟା । ଏଥିସହ ଆରୋଗ୍ୟ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି । ଆଜି ପୁଣି ରାଜ୍ୟରୁ ୨୮ ଜିଲ୍ଲାରୁଚ ୧୬୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୬,୪୭୮ରେ ପହଂଚିଛି ।…