Latest Odisha News

BREAKING NEWS

ଆଜିଠାରୁ ରାଜ୍ୟର ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋ‌ପସାଗର ଗତକାଲି ସୃଷ୍ଟ ହୋଇଛି ଏକ ଘୂର୍ଣ୍ଣିବଳୟ । ଆଜି ସକାଳେ ଏହି ଘୁର୍ଣ୍ଣିବଳୟ ଲଘୁଚାପ ବଳୟ ସୃଷ୍ଟି କରିଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ହେବାର ସମ୍ଭାବନା ରହିଛି। ଆଜିଠାରୁ ଏହି ଲଘୁଚାପର ପ୍ରଭାବ ଅଧିକ ରହିବା ନେଇ…

ଅନୁବାଦକ ଗଣେଶ୍ୱର ମିଶ୍ର : ଜାହାନାରା ଆତ୍ମକାହାଣୀରୁ ହେଲେନ୍ କେଲର୍

ଏବେ ଅନୁବାଦ, ଗଳ୍ପ, କବିତା, ନାଟକ ଓ ଉପନ୍ୟାସ ଭଳି ସର୍ଜନଶୀଳ ସାହିତ୍ୟର ମର୍ଯ୍ୟାଦା ଲାଭ କରିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ବିଭାଗ ରୂପେ ଗୃହୀତ ହୋଇ ସାରିଲାଣି । ସମାଲୋଚକମାନଙ୍କ ମତରେ ଅନୁବାଦ ହେଉଛି ଝରକା ସଦୃଶ ଯଦ୍ଦ୍ୱାରା ବାହାରଜଗତର ଦୃଶ୍ୟ-ଜୀବନ ଓ…

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ୧୩ ହଜାର ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହି ହିସାବରେ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଲେଣି । ବେକାବୁ କରୋନା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତାକାଲି ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି…

ଗଞ୍ଜାମରେ ୧୦ ହଜାର ପାର କଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ । ସଂକ୍ରମିତ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଅଛି । ସେହିପରି ଜିଲ୍ଲାରୁ ଅଧିକ ଲୋକ ସୁସ୍ଥ ବି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ରାଜ୍ୟ ତୁଳନାରେ ଗଞ୍ଜାମ ଜିଲ୍ଲାରେ ସୁସ୍ଥତା ହାର…

ଇଡୁକ୍କି ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ଇଡୁକ୍କି ଜିଲ୍ଲାରେ ଶୁକ୍ରବାର ହୋଇଥିବା ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏବେବି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରବିବାର ରାଜାମାଲାରେ ଭୂସ୍ଖଳନ ହୋଇଥିଲା । ଏହି ଘଟଣାରେ ୧୬…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ଆନ୍ଧ୍ରପ୍ରଦେଶରେ ୧୪୯ ଦିନରେ ଦୁଇ ଲକ୍ଷ ଟପିଲା କରୋନା କେସ୍

ଆନ୍ଧ୍ରପ୍ରଦେଶରେ କାୟା ମେଲାଇ ଚାଲିଛି କରୋନା । ପ୍ରତିଦିନ ୧୦ ହଜାର ଉପରେ ବାହାରୁଛି ପଜିଟିଭ୍ କେସ୍ । ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୮୨୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଆନ୍ଧ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଛି । ସଂକ୍ରମଣ ସହ…

ଅନୁଗୁଳରେ ଷ୍ଟେଟ ବ୍ୟାଙ୍କ ATM ଭାଙ୍ଗି ଲୁଟ୍ ଘଟଣାର ଖୋଳତାଡ

ଅନୁଗୁଳ: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ଅନୁଗୁଳ ସହର କରଡ଼ାଗାଡ଼ିଆ ଛକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ଖୋଳତାଡ କରୁଛି ପୋଲିସ । ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ଗତକାଲି ରାତିରେ ଏହି ଡକାୟତି ହୋଇଥିଲା । ଏମଟିଏମର ସଟର୍ ପକାଇ ଦେଇଥିଲେ…

ରାଜ୍ୟରେ ସୁସ୍ଥ ହେଲେ ୨୭ ଜିଲ୍ଲାରୁ ୧୫୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ସହ ରାଜ୍ୟରେ ବଢୁଛି ସୁସ୍ଥତା ସଂଖ୍ୟା । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୫ ଶହ ୪୩ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୩୧ ହଜାର ୭୮୪ ଜଣ । ମୋଟ୍ ୬୯ ପ୍ରତିଶତ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଗଞ୍ଜାମ ଜିଲ୍ଲାରୁ…