Latest Odisha News

BREAKING NEWS

ପୁରୀରେ କାଲିଠୁ ରଥଖୋଲା

ପୁରୀ: ଆସନ୍ତାକାଲିଠୁ ପୁରୀରେ ଖୋଲାଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ ରଥ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ରଥ…

ଦେଶର ସବୁଠୁ ବୟସ୍କ ଆୟକର ଦାତା, ବୟସ ୧୧୭ ବର୍ଷ

ମଧ୍ୟପ୍ରଦେଶ: ବୟସ ୧୧୭ ବର୍ଷ । ହେଲେ ପରିଣତ ବୟସରେ ମଧ୍ୟ ସେ ଏଭଳି କିଛି କାମ କରିଛନ୍ତି ଯାହା ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆଣିଛି । ୧୧୭ ବର୍ଷରେ ଦେଶର ସବୁଠାରୁ ବୟସ୍କ ଆୟକର ଦାତା ହେବାକୁ ଯାଉଛନ୍ତି ମଧ୍ୟପ୍ରଦେଶର ଗିରିଜା ବାଇ । ପ୍ରତିଷ୍ଠା ଦିବସରେ ଆୟକର ବିଭାଗ ୧୦୦…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ମୋରାରୀ ବାପୁଙ୍କ ୫ କୋଟି ଟଙ୍କା ଦାନ ଘୋଷଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ସ୍ପିରିଚୁଆଲ୍ ଲିଡର ମୋରାରୀ ବାପୁ ୫ କୋଟି ଟଙ୍କା ଦାନ ପାଇଁ ଘୋଷଣା କରିଛନ୍ତି। ପ୍ରବଚନ ଦେବା ସମୟରେ ମୋରାରୀ ବାପୁ କହିଛନ୍ତି ଯେ ତାଙ୍କ ଆଶ୍ରମ ପକ୍ଷରୁ ରାମ ଜନ୍ମଭୂମି ଲାଗି ୫ ଲକ୍ଷ ଟଙ୍କାର ଅର୍ଥ ରାଶି…

ପ୍ଲାଜମା ଥେରାପୀରେ ଗଞ୍ଜାମରୁ ସୁସ୍ଥ ହେଲେ ୩ କରୋନା ରୋଗୀ

ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା…

ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୮୫୦କେଜି ଜବତ, ୫ ଗିରଫ

କୋରାପୁଟ: ଟ୍ରାକ୍ଟରରେ ଥିଲା ଟ୍ୟାଙ୍କର ଆଉ ଟ୍ୟାଙ୍କର ଭିତରେ ଥିଲା ଗଂଜେଇ । ବେଆଇନ୍ ଭାବେ ଟ୍ୟାଙ୍କରରେ ଗଂଜେଇ ଚାଲାଣ ବେଳେ ଏସଟିଏଫ୍ ହାତରେ ଧରାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପିତାଗୁଡାରେ ବେଆଇନ୍ ଗଂଜେଇ ଚାଲାଣ କରାଯାଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏସଟିଏଫି…

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।…

ଭିଜିଲାନ୍ସ ଜାଲରେ ଆରଆଇ, ନେଉଥିଲେ ୩ହଜାର ଟଙ୍କା ଲାଂଚ

ବାଲେଶ୍ୱର: ଲାଂଚ ନେଇ ଭିଜିଲାନ୍ସରେ ଜାଲରେ ପଡିଛନ୍ତି ଆରଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ରାଜସ୍ୱ ନୀରିକ୍ଷକ ସୁବ୍ରତ କୁମାର ମଲ୍ଲିକଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଲିଗାଲ ହାୟର ଅର୍ଥାତ୍ ଉତ୍ତରାଧିକାରୀ ସାର୍ଟିଫିକେଟ୍ ପାଇଁ ଜଣେ ବ୍ୟାକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଂଚ…

କେନ୍ଦୁଝରରେ ସୁପର ସ୍ପ୍ରେଡର; ୩୭ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି । ଏନେଇ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଶାସନର ଉକ୍ତ ଟ୍ୱିଟ୍ ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତେଜପତ୍ର, ଜାଣନ୍ତୁ…

ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ... ତେଜପତ୍ରରେ କପର୍‌, ପୋଟାସିୟମ୍‌,…

୨୦୨୧ ଜୁନ୍ ଯାଏଁ ‘ୱାର୍କ ଫ୍ରମ୍ ହୋମ୍‌’ କରିବେ ଗୁଗୁଲ୍ କର୍ମଚାରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଗୁଗୁଲ୍ ତା’ର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତୀ ଦେଇଛନ୍ତି । ଆସନ୍ତା ବର୍ଷ ଜୁନ୍ ଯାଏଁ ତା’ର କର୍ମଚାରୀ ମାନେ ଘରେ ରହି କାମ କରି ପାରିବେ । ଏ ସମ୍ପର୍କରେ ଗୁଗୁଲର ପାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ଆଇଏନସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ…