Latest Odisha News

BREAKING NEWS

ଗାଁର ନାଁ ହେଲା ‘ରଙ୍ଗବତୀ’

ସମ୍ବଲପୁର: ବଦଳିଲା ଗାଁର ନାଁ । ଗୀତ ନାମରେ ହେଲା ପରିବର୍ତ୍ତନ । ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ସମ୍ବଲପୁରର ବିଲଙ୍ଗ ଗାଁକୁ ରଙ୍ଗବତୀ ନାଁରେ ନାମିତ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଗାଁର ନାଁ ବଦଳି ହୋଇଛି ‘ରଙ୍ଗବତୀ…

ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ, ଆଉ ୫୪ ପଜିଟିଭ

କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍ କ୍ୱାରେଂଟିନ୍‌ର ଅଛନ୍ତି । ସେହିପରି ୨ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ…

ବ୍ରହ୍ମପୁର ଜେଲରେ ୪୨ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରଗାରରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ଅନ୍ୟ ୯ ଜଣ ଜେଲର କର୍ମଚାରୀ ବୋଲି ଜଣାପଡିଛି । ଗତକାଲି ଜେଲରେ କରୋନା ସଂକ୍ରମିତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ଆଧାର କରି…

ଏ ବର୍ଷ ଭଙ୍ଗା ହେବନି ଶ୍ରୀକ୍ଷେତ୍ରର ତିନି ରଥ

ପୁରୀ: ଚଳିତବର୍ଷ ଭଙ୍ଗାହେବନି ଶ୍ରୀକ୍ଷେତ୍ରର ତିନି ରଥ । ଏଗୁଡିକୁ ସଂରକ୍ଷିତ ରଖାଯିବ । କରୋନା କଟକଣା ଭିତରେ ଚଳିତବର୍ଷର ରଥଯାତ୍ରା ଶେଷ ହୋଇସାରିଛି । ତେବେ ରଥଯାତ୍ରା ସରିବା ପରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚିଠି ଲେଖିଛନ୍ତି । ଏହି ଘଟଣାରେ ଜିଆର୍‌ପି ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ…

ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା, ମରୁଡି ଆଶଙ୍କା

ଭୁୁବନେଶ୍ୱର: ରାଜ୍ୟରେ ଏଥର ମୌସୁମୀ ସଅଳ ଆସିଲା । ହେଲେ ଉଭାନ ହୋଇଯାଇଛି ବର୍ଷା । ଜୁନ୍ ଆରମ୍ଭରୁ ଜୁଲାଇ ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ଉପୁଜିଛି । ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି ।…

କରୋନା ପରିଚାଳନାରେ ପଶ୍ଚିମ ଓଡିଶାକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି, ପଶ୍ଚିମ ଓଡିଶାରେ ସ୍ଥିତି ସାଂଘାତିକ ହେଲାଣି । ଆଗ ଅପେକ୍ଷା ବର୍ତ୍ତମାନ ବହୁ ସଂଖ୍ୟାରେ ସଂକ୍ରମିତ ଏହି ଜିଲ୍ଲାରୁ ଆସୁଛି। ହେଲେ…

ଆଜି ରାଜଧାନୀରେ ୯୧ ନୂଆ ଆକ୍ରାନ୍ତ, ୯୯ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ୯୧ ଜଣ ଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ ୯୯ଜଣ କରୋନା…

ରାଜା ମାନ ସିଂ ଫେକ୍ ଏନକାଂଉଟର କେସ୍‌: ୩୫ ବର୍ଷ ପରେ ନିଷ୍ପତି ଆସିଲା, ୧୧ ପୋଲିସଙ୍କୁ ଆଜୀବନ ଦଣ୍ଡାଦେଶ

ମଥୁରା: ବହୁ ଚର୍ଚ୍ଚିତ ରାଜା ମାନସିଂ ହତ୍ୟାକାଣ୍ଡରେ ଉତରପ୍ରଦେଶ କୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତି ଶୁଣାଇଛି । ୩୫ ବର୍ଷ ପରେ ମାନ ସିଂଙ୍କ ପରିବାରକୁ ନ୍ୟାୟ ମିଳିଛି । ଭରତପୁର ରାଜାଙ୍କ ହତ୍ୟା ମାମଲାରେ ୧୧ ପୋଲିସକର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଜାରି କରିଛନ୍ତି…

କରୋନା ପାଇଁ କମିବ ସିଲାବସ୍‌, ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମତି

ଭୁୁବନେଶ୍ୱର: କରୋନା ମହାମାରୀ ପାଇଁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ କମିବ ସେନେଇ…