କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯୫ ପୋଲିସ
କଟକ: କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଥିବା ୯୫ ପୋଲିସ୍ କର୍ମଚାରୀଙ୍କୁ ସୋମବାର ଦିନ ଓଡିଶା (ଡିଜିପି) ଅଭୟ ସୋମବାର ଦିନ ପ୍ରଶଂସା କରିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।
ଏନେଇ ଟ୍ୱିଟ୍ କରିଛନ୍ତି ଡିଜିପି ।…