Latest Odisha News

BREAKING NEWS

ପେନ୍‌ସିଲ୍ ବୋମା କାରଖାନାରେ ନିଆଁ ଲାଗି ୮ ମୃତ, ୪ ଆହତ

ଗାଜିଆବାଦ: ପେନ୍‌ସିଲ୍ ବୋମା ତିଆରି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲାଗି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ…

ଚିତ୍ତରଞ୍ଜନଙ୍କ ନିଆରା କଳାକୃତି; ସଢେଇରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଭୁବନେଶ୍ୱର: ସଢେଇରୁ ତିଆରି ହେଉଛି ସୌଖିନ ସାମଗ୍ରୀ ଓ ସୁନ୍ଦର ସୁନ୍ଦର ଘର ଉପକରଣ ଦ୍ରବ୍ୟ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି କଳାକୃତି ତିଆରି କରୁଛନ୍ତି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ ଭୋଇ। ସାଧାରଣତଃ ନଡ଼ିଆ ଖାଇଲା ପରେ ସମସ୍ତେ ନଡ଼ିଆର ଖୋଲ ଅର୍ଥାତ…

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ…

କରୋନାରୁ ସୁସ୍ଥ ପରେ ବି ହେଲେ ସାମାଜିକ ବାସନ୍ଦ

କେନ୍ଦ୍ରାପଡା: କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହେବାକୁ ପଡିଛି ବାସନ୍ଦ । କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଆସିଛି ଏଭଳି ଅଭିଯୋଗ । ଏହି ପଞ୍ଚାୟତର ଜଣେ ବ୍ୟକ୍ତି ବେଙ୍ଗାଲୋରରୁ ଆସି ସଙ୍ଗରୋଧ…

କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ

କଟକ: ରାଜ୍ୟରେ ବଢ଼ୁଛି କାୟା ବିସ୍ତାର କରି ଚାଲିଛି କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । କରୋନା ମହାମାରୀ ଯୋଗୁଁ କଟକରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହେବ । ଆସନ୍ତା ମଙ୍ଗଳବାରଠାରୁ ଏହି ଟେଷ୍ଟ ହେବ । ଏହାଦ୍ୱାରା ଏହାଦ୍ୱାରା ଲୋକଙ୍କର କୋଭିଡ…

କରୋନାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳାନା ନେଇ ରାଜ୍ୟ ସରକାରଙ୍କୁ ପୁଣି ଘେରିଛି ବିଜେପି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆଗକୁ କରୋନା ସ୍ଥିତି ଆହୁରି ଭୟଙ୍କର ହେବ । ସରକାର ଏହାର…

ଯୋଗ ଶିଖୁଛନ୍ତି ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ଫିଲ୍ମରେ ଜୀବନ୍ତ ଅଭିନୟ ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତିି । ଏବେ ସେ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫିଲ୍ମ ପାଇଁ ସେ ଯୋଗାଭ୍ୟାସ କରୁଛନ୍ତି । କରୋନା ଭାଇରସ ଲକଡାଉନ…

ଓଲଟିଲା ଅଏଲ୍ ଟ୍ୟାଙ୍କର, ନଦୀରେ ଭାସିଲେ ମଲା ମାଛ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟି ପଡିଲା ତେଲ ଟ୍ୟାଙ୍କର । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୫୨୦ କଳାପାହାଡ ତଲକ୍ ହଟିଙ୍ଗ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଫର୍ଣ୍ଣେସ୍ ଅଏଲ୍ ନେଇ ବଡ଼ବିଲରେ ଥିବା ଆରିୟା ଷ୍ଟିଲ ପିଲେଟ୍ ପ୍ଲାଣ୍ଟକୁ ଯିବା…

ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମିଣଙ୍କ ସଂଖ୍ୟା । ତେବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ି ଚାଲିଛି । ଆଜି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୯୦ କରୋନା ଆକ୍ରାନ୍‌ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୬୨୨୪ ଜଣ କରୋନାରୁ ଆରୋଗ୍ୟ ଲାଭ…

ଜୁଲାଇ ୩୧ ଯାଏଁ ଖୋଲିବନି ଐତିହ୍ୟସ୍ଥଳ

ଭୁୁବନେଶ୍ୱର: ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ । ଜୁଲାଇ ୩୧ ଯାଏଁ ଏହି ସବୁ ଐତିହ୍ୟ ସ୍ଥାନ ଉପରେ କଟକଣା ଲାଗଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ…