ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜାପାନ ଗସ୍ତ ବାତିଲ କରିବେ ଶିଞ୍ଜୋ ଆବେ
ଟୋକିଓ: ଚୀନ ବିରୋଧରେ ସବୁଠାରୁ ସ୍ୱର ଉଠିବା ପରେ ଜାପାନ ଏବେ ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛି । ରିପୋର୍ଟ ମୁତାବକ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗସ୍ତକୁ ବାତିଲ କରିବା ପାଇଁ ଚିନ୍ତା କରୁଛନ୍ତି । ୨୦୦୮ ପରେ ପ୍ରଥମ ଥର ପାଇଁ ଜାପାନ ଗସ୍ତରେ…