Latest Odisha News

BREAKING NEWS

ମଧୁବାବୁ ପେନସନ ଯୋଜନାରେ କିନ୍ନର ପାଇବେ ଭତ୍ତା

ଭୁବନେଶ୍ୱର: କିନ୍ନର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କିନ୍ନର ମାନଙ୍କୁ ମଧୁବାବୁ ପେନସେନ୍ ଯୋଜନାରେ ସାମିଲ୍ କରାଯିବ । ଭତ୍ତା ପାଇଁ ସେମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିପାରିବେ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା…

ଗଲୱାନ ଘାଟି ଆମର: ପ୍ରଧାନମନ୍ତ୍ରୀ

ଲେହରୁ ଚୀନକୁ ତେତେଇ ଦେଲେ ପ୍ରଧାନମନ୍ତ୍ରୀ । ଗଲୱାନ ଘାଟି ଭାରତର । ପୂରା ଲଦାଖ ଆମର ମାନ ଓ ସମ୍ମାନର ପ୍ରତୀକ । ଆଜି ଲେହ ଗସ୍ତରେ ଯାଇ ଯବାନଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଯବାନଙ୍କ ଇଚ୍ଚାଶକ୍ତି ପାହାଡ ଭଳି…

ବିବାହରେ ଯୋଗ ଦେଇ ୧୧୩ କରୋନା ପଜିଟିଭ; ବର ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ

ପାଟନା: କୋଭିଡ-୧୯ ଲକଡାଉନ୍ ନିୟମ ଉଲ୍ଲଂଘନ କରିବା ଯୋଗୁଁ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବର ଅନିଲ କୁମାରଙ୍କ ପିତା ଅମ୍ବିକ ଚୌଧୁରୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରାଯାଇଛି । ପାଟଣାର ଦେହପାଲି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିବାହ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିବା ୧୦୦ରୁ…

ରାଉରକେଲାର ସେକ୍ଟର-୧୬ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ରାଉରକେଲା: ରାଉରକେଲାର ସେକ୍ଟର-୧୬ ଅଞ୍ଚଳରେ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ଉକ୍ତ ଅଞ୍ଚଳର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ସେକ୍ଟର -୧୬ର ନିମ୍ନଲିଖିତ ଅଞ୍ଚଳଗୁଡିକ କଣ୍ଟେନମେଣ୍ଟ ଜୋନ୍ ଘୋଷିତ- -…

୪୯ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୨୮୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୯ ଜଣ…

ଓଡ଼ିଶାରେ ୩୧ ଦିନରେ ୫୭୧୮ ନୂଆ କରୋନା କେସ୍, ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରିଛି । ଗତ ମାର୍ଚ୍ଚ ମାସରେ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାର୍ଚ୍ଚରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୪ । ଏହି ପାଞ୍ଚ ମାସ ଭିତରେ ସଂଖ୍ୟା ୮ ହଜାର ୧୦୬…

କଳାହାଣ୍ଡିରେ ୫ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୭୬

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାରିଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ବ୍ୟକ୍ତି ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଗତ ଜୁନ୍ ୨୭ରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପାଖାପାଖି ୧୭୪ ବ୍ୟକ୍ତିଙ୍କର…

ମେଡିକାଲରେ ପୁଣି ଭର୍ତ୍ତି ହେଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ତାଙ୍କୁ ପୁଣି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ତଳେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ସୂଚନାନୁଯାୟୀ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…

ଏମିତି ଏକ ଗାଁ ଯେଉଁଠି ଗ୍ରାମବାସୀଙ୍କ ଛାତ୍ରଛାୟାରେ ଅଛନ୍ତି ହଜାର ହଜାର ବାଦୁଡି  

ଯାଜପୁର: କିଚିରି ମିଚିରି ଶଦ୍ଦରେ ଫାଟି ପଡୁଛି ପରିବେଶ । ଗଛ ଡାଳରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଝୁଲି ରହିଛନ୍ତି ବିରଳ ପ୍ରାଣୀ ବାଦୁଡି । ଗ୍ରାମବାସୀ ଦେଉଛନ୍ତି ଏମାନଙ୍କୁ ସୁରକ୍ଷା । ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଗାଁରେ ।…

ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ: ଡେଥ୍ ପଏଂଟ ପାଲଟିଛି ବିଦ୍ୟୁତ୍ ଟ୍ରାନ୍ସଫରମର୍

ଯାଜପୁର: ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ । ପ୍ରତି ମୁହୁର୍ତରେ ମୃତ୍ୟୁ ସହ ଆମ୍ନାସାମ୍ନା ହେଉଛନ୍ତି ସହରବାସୀ । ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫରମର୍ । ସହରରେ ଥିବା ପାଖାପାଖି ୯୯ ପ୍ରତିଶତ ବିଦ୍ୟୁତ୍ ଟ୍ରନ୍ସଫରମର୍ ରେ…