ଚୀନରେ ନକଲି ସୁନା ରଖି ୨୧ହଜାର୧୪୮ କୋଟି ଟଙ୍କା ଋଣ ଠକେଇ
ବେଜିଂ: ନିଜର ପ୍ରସ୍ତୁତ ନକଲି ଚାଲରେ ନିଜେ ଫସିଛି ଚୀନ୍ । ଜିରେହେଜ୍ ନାମକ ଏକ ୱେବସାଇଟରୁ ମିଳିଥିବା ରିପୋର୍ଟ ମୁତାବକ ନକଲି ସୁନା ରଖି ଏଠାକାର ଗ୍ରାହକ ୨୧ହଜାର୧୪୮ କୋଟି ଟଙ୍କାର ଋଣ ନେଇଛନ୍ତି । ଉହାନର କିଙ୍ଗଗୋଲ୍ଡ ନାମକ କମ୍ପାନୀ ବିଶେଷ ଭାବେ ଏହି ଠକେଇ କରିଛି । ଏ ପର୍ଯ୍ୟନ୍ତ ୮୩ ଟନ…