Latest Odisha News

BREAKING NEWS

ଲକଡାଉନରେ ସର୍ବାଧିକ ବିକ୍ରି ବିସ୍କୁଟର ରେକର୍ଡ ରଚିଲା ପାର୍ଲେ-ଜି !

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶ ଲକଡାଉନ ହୋଇ ଗୃହବନ୍ଦୀ ଭାବେ ଜୀବନ ଯାପନ କରୁଥିଲା । ଏହି ଲକଡାଉନ ସମୟରେ କେଉଁ ବିସ୍କୁଟଗୁଡିକ ଦେଶବାସୀ ଅଧିକ ପସନ୍ଦ କରିଛନ୍ତି ଅନୁମାନ କରନ୍ତୁ। ତାହା ଆଉ କେହି ନୁହେଁ ବରଂ ଆମ ପିଲାଦିନର ସ୍ମୃତିକୁ ଜାବୁଡି ଧରିଥିବା 'ପାର୍ଲେ-ଜି' । ଏହି ଲକଡାଉନ ସମୟ…

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବ ‘ମୋ ସହାୟ’ ଆପ୍‌

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କୁ ଏଣିକି କାମ ଯୋଗାଇ ଦେବ ବ ‘ମୋ ସହାୟ’ ଆପ୍ । ଶ୍ରମିକଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ କାମ ମିଳିବ । ଓଡିଶାର କିଛି ପ୍ରଫେସର, ଇଂଜିନିଅରିଂ ଛାତ୍ର ଓ କମ୍ପାନୀର ମାଲିକ ମିଶି ଦେଶର କୋଣ…

ଅନୁଗୁଳରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: କଣିହାଁ ରେଞ୍ଜ ବାଳିପସି ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । କିଛିଦିନ ତଳେ ଦେବଗଡ ଜିଲ୍ଲାରୁ ଅନୁଗୁଳକୁ ଏକ ହାତୀପଲ ପଶି ଆସିଥିଲେ । ଏହି ହାତୀପଲରେ ଏହି ହାତୀ ଛୁଆ ଆସିଥିଲା । ଅନ୍ୟ ହାତୀମାନେ ପଳେଇ ସାରିଥିଲେ ସୁଦ୍ଧା…

ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ ସେ ରହୁଥିବା ମାଲାଦ ଅଂଚଳରେ ରହୁଥିବା ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଏକ ଘରୋଇ…

ଆଜି ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣମୀରେ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ । ତେଣୁ ଆଜି ସେମାନଙ୍କଠାରେ ଫୁଲୁରୀ ତେଲ ଲାଗି ହେବ । ଏଥି ପାଇଁ ବିଭିନ୍ନ ପ୍ରକାର ଜଡିବୁଟିରୁ ପ୍ରସ୍ତୁତ ହେଇଥାଏ ଏହି ତେଲ । କୁହାଯାଏ ଜ୍ୱରରେ ପୀଡିତ…

ସାବତ ମାଆକୁ ହତ୍ୟା କଲା ପୁଅ !

କଣିହାଁ : ତାଳଚେର କଣିହାଁ ଚିତ୍ତଲପୁର ଗାଁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୁମତି ସାହୁ । ତାଙ୍କୁ ତାଙ୍କ ସାବତ ପୁଅ ହତ୍ୟା କରି ଫେରାର ହୋଇ ଯାଇଥିବା ସନ୍ଦେହ କରା ଯାଉଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୦-୬-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୧୦ ରିଖ  ବୁଧବାର  ବୃଷ ୨୮ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ପଞ୍ଚମୀ  ତିଥି  ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର   ଘାତ ବାର-:  କର୍କଟ  ରାଶିର ଘାତ ଚନ୍ଦ୍ର:-  ସିଂହ ରାଶି ପୁରୁଷଙ୍କର ଆଜି:   …

ଖୋର୍ଦ୍ଧାରେ ବଜ୍ରପାତ ନେଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମଙ୍ଗଳବାର ଦିନ ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ୧୬ ନଂ ଜାତୀୟ ରାଜପଥରେ ଜଣେ ଯୁବକ ବାଇକ୍ ନେଇ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ନିକଟରେ ବଜ୍ରାଘାତ ହୋଇଥିଲା । ବଜ୍ରପାତର…

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା । ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ…

ତିନିରଥରେ ରୂପକାର ସେବକଙ୍କ ରାହୁଚାପ, ଚାନ୍ଦିଲତା ଖୋଦେଇ; ରଙ୍ଗୀନ୍ ହେଉଛି ନାଟଗୋଜ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ସୁନାଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଅଣସର ବେଦୀରେ ଅଣସର ନୀତିରେ ରହିଛନ୍ତି । ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବୁଲିଯିବେ ତିନି ଭାଇଭଉଣୀ । ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ । କରୋନା…