ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାର ବଢ଼ିଛି । ଫଲରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି ।
ସୂଚନା ଯୋଗ୍ୟ ଯେ, ଲକଡାଉନ୍ ସମୟରେ ଅଶୋଧିତ ତେଲର ଦାମ୍ କମିଥିଲା । ହେଲେ ସରକାର ଦରରେ କୌଣସି…