ସଂକ୍ରମଣରେ ୮ମ ସ୍ଥାନରେ ଭାରତ: ୧ ଲକ୍ଷ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ ବେକାବୁ ହେଉଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣରେ ଅନ୍ୟ ଦେଶକୁ ପଛରେ ଛାଡି ୮ମ ସ୍ଥାନରେ ପହଞ୍ଚିଛି ଭାରତ। ଯାହା ନିହାତି…