କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…
କରୋନାର ଆତଙ୍କରେ ସାରା ବିଶ୍ୱ ଏବେ ଆତଙ୍କିତ । କରୋନା ଭୂତାଣୁକୁ ନେଇ କେବଳ ମଣିଷର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇନି, ସାରା ଜନଜୀବନ ଠପ୍ ହୋଇଯାଇଛି । ସାରା ବିଶ୍ୱର ଅର୍ଥନୈତିକ ପରିସ୍ଥିତି ଉପରେ କରୋନା ମାଡ଼ ଖୁବ୍ ଜୋର୍ରେ ପଡ଼ିଛି ।…