Latest Odisha News

BREAKING NEWS

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସରେ ଓଡିଶାରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ସକାଳ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି । ଏହି ଦୁଇଟି ମୃତ୍ୟୁ ରାଜ୍ୟର କରୋନା ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରେ ହୋଇଥିବା…

ଆମେରିକାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୨ଶହ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୨୩୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୮୯ ହଜାରରେ…

ସମ୍ବଲପୁରକୁ ଡେଇଁଲା କରୋନା: ରାଜ୍ୟରେ ୯୧ ନୂଆ ଆକ୍ରାନ୍ତଙ୍କ ସହ ୮୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯୧ ପଜିଟିଭ । ଏହାସହ କରୋନା ମ୍ୟାପରେ ଯୋଡି ହୋଇଛି ରାଜ୍ୟର ଆଉ ଏକ ଜିଲ୍ଲା। ଏପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା ସମ୍ବଲପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ…

ପୂର୍ବ ଶତୃତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଧୋଲମାରା ପଞ୍ଚାୟତର ସରପଞ୍ଚଙ୍କୁ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସୁଶାନ୍ତ ବେହେରା ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଚାୟତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ…

କୋଭିଡ୧୯: ଭାରତରେ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ୪୯୮୭ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । #COVID19: 120 deaths have occurred in the last 24 hours, Ministry…

ଆନ୍ଧ୍ରରୁ ବାହାରି ଓଡିଶା ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ରାୟଗଡା: ପାଖାପାଖି ୨୦୨ ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ବିଳମ୍ବିତ ରାତିରେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଛି। ଏହି ଟ୍ରେନଟି ପ୍ରବସୀଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସିଛି। ଏଥିରେ ମୁଖ୍ୟତ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ‘ଅମ୍ଫାନ’

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା ଅମ୍ଫାନ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୭ ତାରିଖ ଦିନ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ଏହା ୧୧୬୦ କିଲୋମିଟର ଦୂରରେ ଅଛି ।…

ବିଶ୍ୱରେ ଉଦବେଗ ହେଉଛି ସ୍ଥିତି; ୩ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ହାହାକାର । ବିଶ୍ୱର ୧୧୨ଟି ଦେଶରେ ତାଣ୍ଡବ ରଚିଛି କରୋନା ଭାଇରସ । ବିଶ୍ୱବାସୀ ଦେଖୁଛନ୍ତି ଏହାର କରାଳ ରୂପ । କରୋନା ପ୍ରଭାବରେ ସାରା ବିଶ୍ୱରେ ୩ ଲକ୍ଷ ୧୨ ହଜାର ୩୮୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ପୃଥିବୀର ୧୧୨ଟି ଦେଶର ମୋଟ ୪୭ ଲକ୍ଷ ୧୬ ହଜାର ୯୯୨ ଜଣ…

କରୋନା ଅପଡେଟ: ରାଜ୍ୟରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୃତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଖୁ ଦେଖୁ ଏହିସଂଖ୍ୟା ୭୦୦ ଟପିଗଲାଣି । ଖାଲି ସଂକ୍ରମିତ ନୁହେଁ ପ୍ରତିଦିନ କିଛି ନା କିଛି ରୋଗୀ ସୁସ୍ଥ ହେବାର ଖବର ମଧ୍ୟ ଆସୁଛି । ଯାହା ଅନ୍ତତଃ ପକ୍ଷେ ଓଡିଶାବାସୀଙ୍କୁ ଆଶ୍ୱସନାର ଯୋଗାଉଛି। ରାଜ୍ୟରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୫-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା୧୭ ରିଖ  ରବିବାର  ବୃଷ ୪ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଦଶମୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର  ଘାତ ବାର: ମେଷ ରାଶିର  ଘାତ ଚନ୍ଦ୍ର: ଧନୁ ରାଶି ପୁରୁଷ ଓ ତୁଳା ରାଶି…