ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୩୩ହଜାର ୨୪୫ ପ୍ରବାସୀ ଫେରିଲେଣି
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧,୩୩,୨୪୫ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଗଂଜାମ ଜିଲ୍ଲାକୁ ସର୍ବାଧିକ ୫୫,୫୬୭ ପ୍ରବାସୀ ଫେରିଛନ୍ତି । ଏହାକୁ ଦେଖି…