Latest Odisha News

BREAKING NEWS

ବେଦାନ୍ତର କୋଭିଡ୍-୧୯ ମୁକାବିଲା; ୭ ଲକ୍ଷରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବେଦାନ୍ତର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ନେଲ୍ଟର୍ ଏହାର ମୁକାବିଲା ନେଇ ଓଡ଼ିଶା ରାଜ୍ୟ…

ପ୍ରବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଅନୁଚିତ: ବାଗଚୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପ୍ରତି ବୈମାତୃକ କିମ୍ବା ସନ୍ଦେହ କରିବା ଅନୁଚିତ । ସେମାନଙ୍କ ପ୍ରତି ସମବେଦନା ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ଯେ, ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ…

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ…

ଦିଲ୍ଲୀ ସରକାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ କରୋନା ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ  କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ…

କେନ୍ଦ୍ରାପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଜଗତସିଂହପୁର ପରେ କେନ୍ଦ୍ରପଡାରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ୬୦ ବର୍ଷୀୟ ବୃଦ୍ଧ । ନିକଟରେ ସେ କୋଲକାତାରୁ ଫେରିଥିଲେ । 4th Health Update, 6th May Four positive cases in Jagatsinghpur 26 yr Male, 32 yr Male, 30 yr…

ଲକଡାଉନରେ ରାମ ବନବାସର ୧୯୫ ସ୍ଥାନ ଖୋଜି ବାହାର କଲେ ଅଶୋକ

ଜୟପୁର: ରାଜସ୍ଥାନ ଜୟପୁରର ୮୩ ବର୍ଷୀୟ ଅଶୋକ କୁମାର ଲକଡାଉନ ସମୟର ଭରପୂର ଉପଯୋଗ କରି ପାରିଛନ୍ତି । ସେ ରାମ ବନବାସର ୧୯୫ ସ୍ଥାନY(ରାମ, ସୀତାଙ୍କ ସହ ଜଡିତ)କୁ ଆଧୁନିକ ମାନଚିତ୍ରରେ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି । ବିଭିନ୍ନ ଶିକ୍ଷାଭିତିକ ଅନୁÂାନ ଚଳାଉଥିବା ଅଶୋକ ଏଥିନେଇ କଠିନ…

ଲକ୍ ଡାଉନ ଡାଏରୀ: ମୋ ଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସଙ୍କଟର ସମୟ ବୋଲି କହିଛନ୍ତି ଡିଜାଇନର ଜ୍ୟୋତ୍ସା ଦାସ

ଭୁବନେଶ୍ୱର : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବା ବେଳେ କେତେକ ସ୍ଥାନରେ ଯାତାୟତ ଓ ଦୋକାନ ବଜାର ଖୋଲିବା ନେଇ କିଛିଟା କୋହଳ ହେଲାଣି । ତଥାପି ଜୀବନାଯାତ୍ରା ସ୍ୱାଭାବିକ ହୋଇନାହିଁ । ତେବେ ଏହି ଲକ୍ ଡାଉନ ସମୟରେ କିଏ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ ଆମର ସ୍ୱତନ୍ତ୍ର…

ଡିସେମ୍ବରରେ ଫ୍ରାନ୍ସରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣା ପଡିଥିଲା

ପ୍ୟାରିସ: କରୋନା ମହାମାରୀ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହା କରୋନା ମହାମାରୀ କେଉଁଠାରୁ ବ୍ୟାପିଛି ସେ ସମ୍ପର୍କରେ ସହାୟ ହେବ ବୋଲି ଆଶା କରାଯାଉଛି । ଏଭେସିନ୍ ଆଣ୍ଡ ଜିନ ବର୍ଜିୟର ଡାକ୍ତରଖାନାର ଡାକ୍ତର ହେବ୍ସ କୋହିନ ଦୃଢ଼ତା ସହକାରେ କହିଛନ୍ତି ଯେ,…

କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନରେ ଧସିଲା ପଥର: ରେଳ କର୍ମଚାରୀଙ୍କ ସମେତ ୩ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନର ବୋରା କେଭ ନିକଟରେ ଘଟିଥିବା ଘଟଣାରେ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣ ଙ୍କ ମୃତ୍ୟୁ ଘଟିଛି ଓ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡ଼ିକାଲକୁ ସ୍ଥାନାନ୍ତରୀତ…

ଜାଲ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ସାବଧାନ

ଭୁବନେଶ୍ୱର: ଜାଲ ଆରୋଗ୍ୟ ସେତୁ ଆପ୍ ପ୍ରତି ସାବଧାନ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଜାଲ୍ ଆରୋଗ୍ୟ ସେତୁ ଆପ୍ର ଲିଙ୍କ । ତେଣୁ ସତର୍କ ରହିବାକୁ ସଚେତନ କରାଇଛି କମିଶନରେଟ ପୋଲିସ । ଯଦି ଆପଣଙ୍କ ମୋବାଇଲକୁ ଆରୋଗ୍ୟ ସେତୁ ଆପର ମେସେଜ ଆସେ ତେବେ ସତର୍କ ରହିବାକୁ କୁହାଯାଇଛି । ଏପରିକି…